1
ରେଙ୍ଗାଲି, ୧୮୧୨ : ବାଂଲାଦେଶରେ ବାରମ୍ବାର ହିନ୍ଦୁମାନଙ୍କୁ ଅତ୍ୟାଚାର, ଅନ୍ୟାୟ ଏବଂ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଆଜି ସମ୍ବଲପୁର ଜିଲା ରେଙ୍ଗାଲିରେ ହିନ୍ଦୁ ଯୁବା ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ସ୍ଥାନୀୟ ବାବା ମନ୍ଦିରରୁ ଶୋଭାଯାତ୍ରା
ବାହାରି
ରେଙ୍ଗାଲି ମୁଖ୍ୟ ରାସ୍ତାଦେଇ ନାଇସ୍ ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା। ବିଭିନ୍ନ ହିନ୍ଦୁ ସଂଗଠନ ଏହାକୁ ସମର୍ଥନ କରିଥିଲେ। ପ୍ରତିବାଦ ସଭାରେ ବାଂଲାଦେଶ ବିରୋଧରେ କଡ଼ା ପଦକ୍ଷେପ ନେବାପାଇଁ ବିଶ୍ବ ହିନ୍ଦୁ ପରିଷଦ ପ୍ରାନ୍ତ
ସଭାପତି ଡା. ରାଜକୁମାର ବଡପଣ୍ଡା, ହନୁମାନ ଜୟନ୍ତି ସମନ୍ଵୟ ସମିତି ସଭାପତି ସୁଧର ରଞ୍ଜନ
SAVE
ବହିଦାର, ପୂର୍ବତନ ବିଧାୟକ ନାଉରୀ ନାଏକ ପ୍ରମୁଖ ଦାବି କରିଥିଲେ। ଗତ କିଛିଦିନ ହେବ ବାଂଲାଦେଶରେ ହିନ୍ଦୁ ଅସୁରକ୍ଷିତ ରହିବା ସଂଗେ
ସଂଗେ ତାଙ୍କ ପ୍ରତି ଯେଉଁ ବର୍ବରତା ପ୍ରଦର୍ଶନ କରାଯାଉଛି ତାହା ନିନ୍ଦନୀୟ ଓ ଅମାନବୀୟ ବୋଲି ସଭାରେ ମତପ୍ରକାଶ ପାଇଥିଲା। ହିନ୍ଦୁ ଯୁବା ସଂଗଠନ ସଂସ୍ଥାପକ ରକି ପାଣିଗ୍ରାହୀ, ହିନ୍ଦୁ ଯୁବା ସଙ୍ଗଠନ ସଭାପତି ନରେନ୍ଦ୍ର ମେହେର ସଭାପତି କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ। ସ୍ଵାଧୀନ ଏକତା ସଙ୍ଗଠନ, ରାମସେନା, ବିଶ୍ୱ ହିନ୍ଦୁ ପରିଷଦ, ବରିଷ୍ଠ ନାଗରିକ
ପରିଷଦ ଆଦି ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରେଙ୍ଗାଲି ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।4-12-2024
बांग्लादेश में हिंदुओं पर हो रहे अत्याचार के विरोध में पद्मपुर में विरोध प्रदर्शन और जुलूस
पद्मपुर, 13.12 : बांग्लादेश में हिंदुओं पर हो रहे अत्याचार, हत्या, बलात्कार, संपत्ति की लूट के खिलाफ गरजते हुए शुक्रवार को पद्मपुर के हिंदू एकता मंच ने स्थानीय राजाजी टाउन हॉल से एक विशाल जुलूस निकाला और शहर में घूमकर विरोध प्रदर्शन किया. साथ ही पद्मपुर के अतिरिक्त जिला कलेक्टर को भारत सरकार से इस पर तुरंत कार्रवाई करने के लिए मांग पत्र जारी किया गया. बांग्लादेश में हिंदुओं पर हो रहे अत्याचार को रोकने के लिए पूरे भारत में जन जागरण के माध्यम से आह्वान किया गया। इसके साथ ही बांग्लादेशियों को हमारे देश से बाहर निकालने की मांग की गई. डॉ। बंचानिधि पांडा, भक्तचरण साहू, प्रताप मिश्रा, जयनारायण त्रिपाठी, सुरेश रामचंदानी, चिन्मय पांडा, न्यू साहू, प्रताप नाथ, शिरीष अहिदार, ज्योत्सनारानी कारा, केशव जल, सुनील अग्रवाल, अजू पटनायक, अंकित रामचंदानी ने विभिन्न स्कूलों और कॉलेजों के छात्रों के साथ बातचीत की। .
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ବିରୋଧ -ପଦ୍ମପୁରରେ ବିକ୍ଷୋଭ ଓ ଶୋଭାଯାତ୍ରା
ପଦ୍ମପୁର, ୧୩.୧୨ : ବାଂଲାଦେଶରେ ହେଉଥିବା ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର, ଗଣହତ୍ୟା, ଧର୍ଷଣ, ସମ୍ପତ୍ତି ଲୁଣ୍ଠନ ବିରୋଧରେ ଗର୍ଜିଛି ପଦ୍ମପୁରର ହିନ୍ଦୁ ଏକତା ମଞ୍ଛ ା ଶୁକ୍ରବାର ସ୍ଥାନୀୟ ରାଜାଜୀ ଟାଉନ ହଲ୍ରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା। ଏଥି ସହ ତୁରନ୍ତ ଏହା ଉପରେ ଭାରତ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଭାରତ ସରକାରଙ୍କ ଉଦ୍ଦେଶ୍ୟରେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବାକୁ ଜନ ଜାଗରଣ ମାଧ୍ୟମରେ ସାରା ଭାରତରେ ଆହ୍ବାନ ଦିଆଯାଇଥିଲା । ଏହା ସହ ଆମ ଦେଶରୁ ବାଂଲାଦେଶୀଙ୍କୁ ତଡ଼ିବାକୁ ଦାବି କରାଯାଇଥିଲା । ଶୋଭାଯାତ୍ରାରେ ଡ. ବାଞ୍ଛାନିଧି ପଣ୍ଡା, ଭକ୍ତଚରଣ ସାହୁ, ପ୍ରତାପ ମିଶ୍ର, ଜୟନାରାୟଣ ତ୍ରିପାଠୀ, ସୁରେଶ ରାମଚନ୍ଦାନୀ, ଚିନ୍ମୟ ପଣ୍ଡା, ନୂତନ ସାହୁ, ପ୍ରତାପ ନାଥ, ଶିରୀଶ ବହିଦାର, ଜ୍ୟୋତ୍ସ୍ନାରାଣୀ କର, କେଶବ ଜାଲ, ସୁନୀଲ ଅଗ୍ରୱାଲ, ଅଜୁ ପଟ୍ଟନାୟକ, ଅଙ୍କିତ ରାମଚନ୍ଦାନୀଙ୍କ ସହ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।
BARGARH DEOGARH JHARSUGUDA Edition Page No.2 December 14, 2024
ବଙ୍ଗଳାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ବିରୋଧରେ ଓଡିଶାରେ ପ୍ରତିବାଦ
ତ୍ରିରଙ୍ଗା ଅପମାନର ପ୍ରତିଶୋଧ ଭଦ୍ରକରେ
https://sambadepaper.com/
ପଦ୍ମପୁରରେ ବିକ୍ଷୋଭ ଓ ଶୋଭାଯାତ୍ରା
https://sambadepaper.com/
भद्रक, 13/12: पड़ोसी बांग्लादेश आर्थिक क्षेत्र से सैन्य, छात्रवृत्ति आदि प्रदान कर रहा है। ऐसी महामारी के दौरान भारत ने बांग्लादेश को हरसंभव मदद मुहैया करायी. लेकिन अब बांग्लादेश की राजधानी के एक कॉलेज में भारत के राष्ट्रीय ध्वज का अपमान किया गया है. जिससे हमारे देश के सम्मान और सभी लोगों की भावनाओं को ठेस पहुंची है. इसके विरोध में 13 दिसंबर को भद्रक ऑटोनॉमस कॉलेज के छात्रों ने बांग्लादेशी झंडा सड़क पर फेंककर उसका अपमान किया. ओकार मोहंती, शुभम पाढ़ी, त्रिलोचन बारिक ने नेतृत्व किया.
ତ୍ରିରଙ୍ଗାକୁ ଅପମାନ ଘଟଣା
ବାଂଲାଦେଶ ପତାକାକୁ ରାସ୍ତାରେ ପକାଇଲେ
ଭଦ୍ରକ, ୧୩/୧୨ (ଇମିସ): ପଡ଼ୋଶୀ ବାଂଲାଦେଶକୁ ଅର୍ଥନୈତିକ କ୍ଷେତ୍ରଠାରୁ ସେନାବାହିନୀ, ଛାତ୍ରବୃତ୍ତି ଆଦି ଯୋଗାଇ ଦେଉଛି। ଏପରି ମହାମାରୀ କରୋନା ସମୟରେ ଯାବତୀୟ ସହାୟତା ବାଂଲାଦେଶକୁ ଭାରତ ଯୋଗାଇ ଦେଇଥିଲା । କିନ୍ତୁ ଏବେ ବାଂଲାଦେଶର ରାଜଧାନୀ ଢାକାର ଏକ କଲେଜରେ ଭାରତର ଜାତୀୟ ପତାକାକୁ ଅପମାନିତ କରାଯାଇଛି। ଯାହା ଆମ ଦେଶର ସମ୍ମାନ ଓ ପ୍ରତ୍ୟେକ ଲୋକଙ୍କ ଭାବାବେଗକୁ କୁଠାରାଘାତ କରିଛି । ଏହାକୁ ପ୍ରତିବାଦ କରି डिसेम्बर 13 तारिख दिन ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମିଶି ବାଂଲାଦେଶ ପତାକାକୁ ରାସ୍ତାରେ ପକାଇ ଅବମାନନା କରିଥିଲେ। ଓଁକାର ମହାନ୍ତି, ଶୁଭମ ପାଢ଼ୀ, ତ୍ରିଲୋଚନ ବାରିକ, ତୃପ୍ତି ଦାସ ପ୍ରମୁଖ ଏହାର ନେତୃତ୍ବ ନେଇଥିଲେ।
<
BHADRAK Edition
Page No.2 December 14, 2024
बांग्लादेश में हिंदुओं पर हो रहे हमलों का विरोध
जाजपुर, 12. 12: बांग्लादेश में हिंदुओं पर हो रहे अंधाधुंध हमलों के खिलाफ भारत स्वाभिमान ट्रस्ट पतंजलि योग समिति की बासनगर शाखा की ओर से विरोध जुलूस निकाला गया. पतंजलि योग समिति के जिला अध्यक्ष विवेकानंद जेना और तहसील अध्यक्ष पूर्ण चंद्र स्वयं ने विरोध सभा और जुलूस के सैकड़ों सदस्यों का नेतृत्व किया और हिंदुओं पर हमले की कड़ी निंदा की। जुलूस बासनगर सेल्फ-गवर्निंग कॉलेज से निकला और चोर्दा स्ट्रीट और धबलागिरी स्ट्रीट से होते हुए कॉलेज लौट आया। हाथों में बैनर और तख्तियां लेकर उन्होंने देशभक्ति के नारे लगाकर शहर के लोगों को सचेत किया और इस दिशा में कदम उठाने के लिए भारत सरकार का ध्यान आकर्षित किया। मुख्य आयोजन में सह योग प्रहरी विभीषण नायक, युवा प्रहरी प्रबीर स्वयं, कामदेव दाश, एलेक जेना, विजय कुमार नाथ शर्मा, प्रदीप सामल, इंजीनियर बसंत चौधरी, श्रीनिवास राजू, किरण राजू, सुरेंद्र नायक ने योगदान दिया।
ବାଙ୍ଗଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣର ପ୍ରତିବାଦ
ଯାଜପୁର, ୧୨। ୧୨ : ଭାରତ ସ୍ଵାଭିମାନ ଟ୍ରଷ୍ଟ ପତଞ୍ଜଳି ଯୋଗ ସମିତି ବ୍ୟାସନଗର ଶାଖା ତରଫରୁ ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ବର୍ବରୋଚିତ ଆକ୍ରମଣ ବିରୋଧରେ ଏକ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପତଞ୍ଜଳି ଯୋଗ ସମିତି ର ଜିଲା ପ୍ରଭାରୀ ବିବେକାନନ୍ଦ ଜେନା ଓ ତହସିଲ ପ୍ରଭାରୀ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁଙ୍କ ନେତୃତ୍ବରେ ଶତାଧିକ ସଭ୍ୟ ସଜ୍ଜା ଏହି ପ୍ରତିବାଦ ସଭା ଓ ଶୋଭାଯାତ୍ରାରେ ଯୋଗଦେଇ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଆକ୍ରମଣର ଘୋର ନିନ୍ଦା କରିଥିଲେ। ଶୋଭାଯାତ୍ରା ବ୍ୟାସନଗର ସ୍ଵୟଂ ଶାସିତ ମହାବିଦ୍ୟାଳୟ ରୁ ବାହାରି ଚୋରଦା ଛକ ଓ ଧବଳଗିରି ଛକ ହୋଇ ପୁନଶ୍ଚ ମହାବିଦ୍ୟାଳୟକୁ ଫେରିଥିଲା। ହାତରେ ବ୍ଲାନର ଓ ପ୍ଲାକାର୍ଡ ଧରି ଦେଶାତ୍ମବୋଧକ ସ୍ଲୋଗାନ ଦେଇ ସହରର ସମସ୍ତ ଜନ ସାଧାରଣଙ୍କୁ ସଚେତନ କରିବା ସହିତ ଏ ଦିଗରେ ପଦକ୍ଷେପ ନେବାପାଇଁ ଭାରତ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ସହ ଯୋଗ ପ୍ରଭାରୀ ବିଭୀଷଣ ନାୟକ, ଯୁବ ପ୍ରଭାରୀ ପ୍ରବୀର ସ୍ଵାଇଁ, କାମଦେବ ଦାଶ, ଅଲେଖ ଜେନା, ବିଜୟ କୁମାର ନାଥ ଶର୍ମା, ପ୍ରଦୀପ ସାମଲ, ଇଞ୍ଜିନିୟର ବସନ୍ତ ଚୌଧୁରୀ, ଶ୍ରୀନୀବାସ ରାଜୁ, କିରଣ ରାଜୁ, ସୁରେନ୍ଦ୍ର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ଦାବୀପତ୍ର
https://news.vskodisha.com/
ବାଲେଶ୍ୱର ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
https://news.vskodisha.com/
ନୂଆପଡା ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ବଙ୍ଗଳାଦେଶରେ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ଏବଂ ଅନ୍ୟାୟ ବିରୁଦ୍ଧରେ ବିକ୍ଷୋଭ ସଭା ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର
https://news.vskodisha.com/
https://news.vskodisha.com/
https://sambadepaper.com/
କେନ୍ଦ୍ରାପଡା
https://sambadepaper.com/
Comments
Post a Comment