ସମ୍ବାଦଏବିଭିପି ପକ୍ଷରୁ ଶୋଭାଯାତ୍ରାକଟକ,୨୭ ।୧୨: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଜବାହାରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ଆୟୋଜିତ ୪୯ତମ ରାଜ୍ୟ ଅଧିବେଶନର ଦ୍ଵିତୀୟ ଦିନରେ ଖୋଲା ଅଧିବେଶନ ସହିତ ଏକ ପଦଯାତ୍ରା ଆୟୋଜିତ ହୋଇଛି । କଲେଜ ଛକଠାରେ ହୋଇଥିବା ଖୋଲା ଅଧିବେଶନରେ ଆଜିର ଶିକ୍ଷା ବ୍ୟବସ୍ଥାରୁ ନେଇ ସମାଜିକ ସ୍ଥିତିର ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ଅପରାହ୍ନ ୩ଟାରେ ଇନ୍ଡୋର ଷ୍ଟାଡିୟମରୁ ଏକ ଶୋଭାଯାତ୍ରା ବାହାରି କଲେଜଛକ ପର୍ଯ୍ୟନ୍ତ ଯିବା ସହ ସେଠାରେ ଖୋଲା ଅଧିବେଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।https://sambadepaper.com/imageview_53366_467399_4_72_28-12-2024_5_i_1_sf.htmlCUTTACK EditionPage No.5 December 28, 2024
ଏବିଭିପିର ରାଜ୍ୟ ଅଧିବେଶନ
ଓଡ଼ିଶା ସଂଗଠନ ଉପରେ ସାରା ଦେଶର ନଜର: ଆଶିଷ
କଟକ,୨୬/୧୨: ‘ପ୍ରଥମ ଥର ପାଇଁ ଓଡ଼ିଶାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟତା ୧ ଲକ୍ଷରୁ ଅଧିକ ହୋଇଛି I ପରିଷଦର କାର୍ଯ୍ୟକର୍ତ୍ତା ଓଡ଼ିଶାର କୋଣ ଅନୁକୋଣ ପର୍ଯ୍ୟନ୍ତ ପହଞ୍ଚିଛନ୍ତି। ସେମାନେ ଛାତ୍ରଛାତ୍ରୀଙ୍କ ଶିକ୍ଷାଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବାକୁ ପ୍ରୟାସ ଚଳାଇଛନ୍ତି। ଏବେ କିନ୍ତୁ ଏହି ସଦସ୍ୟତା ପଦ ପ୍ରତ୍ୟେକ ପ୍ରାନ୍ତରେ ଏକ ଲକ୍ଷ କରାଯିବା ଦରକାର। ଆସନ୍ତା କଲେଜ ଛାତ୍ର ସଂସଦ ନିର୍ବାଚନ ସହିତ ସଂଗଠନର ବ୍ୟାପ୍ତି ଦାୟିତ୍ବ ପ୍ରତ୍ୟେକ ଛାତ୍ରଛାତ୍ରୀ ନେବା ଆବଶ୍ୟକ । କାରଣ ଓଡ଼ିଶା ସଂଗଠନ ଉପରେ ସାରା ଦେଶର ଛାତ୍ର ସଂଗଠନର ନଜର ରହିଛି।’-ଜବାହରଲାଲ୍ ଇନ୍ଡୋର୍ ଷ୍ଟାଡିୟମ୍ରେ ଆୟୋଜିତ ଏବିଭିପିର ୪୯ ତମ ରାଜ୍ୟ ଅଧିବେଶନରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଏବିଭିପି ସହ ଯୋଡି ହେବାକୁ ଏପରି ଆହ୍ବାନ
ଦେଇଛନ୍ତି ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଆଶିଷ ଚୌହ୍ୱାନ। ସେ କହିଥିଲେ, ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଦେଶବିଦେଶରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି। ସେମାନଙ୍କୁ ସ୍ବାଗତ କରିବା ପାଇଁ ଅନେକ ସଂଗଠନ ଆଗଭର ହେଉଥିଲା ବେଳେ ସେଥିରେ ଏବିଭିପି ମଧ୍ଯ ଛିଡା ହୋଇଛି। ଏହାସହ ସେ ବାଲିଯାତ୍ରାର ଇତିହାସ ସହିତ କଟକର ସଂସ୍କୃତି ଓ ଇତିହାସ ଉପରେ ମତ ରଖିଥିଲେ । ପୂରା ଦେଶ ଆପଣଙ୍କୁ ଦେଖୁଛି। ଛାତ୍ରଙ୍କ ଆତ୍ମସମ୍ମାନ ଫେରାଇ ଆଣିବାରେ, କଲେଜ ଛାତ୍ର ସଂସଦ ନିର୍ବାଚନ ଫେରାଇ ଆଣିବାରେ, କଲେଜ ଫି’ ବୃଦ୍ଧିକୁ ବିରୋଧ କରିବା ଭଳି ପ୍ରସଙ୍ଗରେ ଏବିଭିପିର ଭୂମିକା ଅତୁଳନୀୟ ବୋଲି ଶ୍ରୀ ଚୌହ୍ବାନ କହିଥିଲେ। ଆସନ୍ତା ଛାତ୍ର ସଂସଦ ନିର୍ବାଚନରେ ଏକ ନମ୍ବର ହେବାକୁ ସେ ଆହ୍ବାନ ଦେଇଥିଲେ। ଲୋକଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇବାର ନେତୃତ୍ଵ ନେବାକୁ ମଧ୍ୟ କହିଥିଲେ।
ଆଜିର କାର୍ଯ୍ୟକ୍ରମରେ ଅନ୍ୟତମ ବକ୍ତା ଭାବେ ରାଷ୍ଟ୍ରୀୟ ସହ ସଂଗଠନ ସମ୍ପାଦକ ଗୋବିନ୍ଦ ନାୟକ ପଞ୍ଚ ପରିବର୍ତ୍ତନର ବାହକ ଯୁବଶକ୍ତି ବିଷୟ ଉପରେ ମତ ରଖିଥିଲେ । ସେ କହିଥିଲେ, ପରିବେଶ ଓ ମାନବ ସଭ୍ୟତା ପରସ୍ପରର ପରିପୂରକ। ଭାରତୀୟ ସଂସ୍କୃତିରେ ରହିଛି ପରିବେଶରୁ ଯେତିକି ନେବା ସେତିକି ଫେରାଇବା। ତେଣୁ ପରିବେଶ ବଞ୍ଚାଇବାରେ ମଧ୍ୟ ଯୁବଶକ୍ତିର ଭୂମିକା ରହିବା ଜରୁରି।
ପୁନଶ୍ଚ ଛାତ୍ର ସଂସଦଓଡ଼ିଶାରେ ଆସନ୍ତା ଶିକ୍ଷାବର୍ଷଠାରୁ ସବୁ କଲେଜ ଓ ବିଶ୍ଵବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ମାଝୀ କଟକରେ ଅନୁଷ୍ଠିତ ଅଞ୍ଜଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମ୍ମିଳନୀରେ ଘୋଷଣା କରିଛନ୍ତି । ଏହି ଘୋଷଣାକୁ ପ୍ରାୟ ସବୁ ଛାତ୍ରସଂଗଠନ ଓ ଦଳ ସମର୍ଥନ କରିବା ଉଲ୍ଲେଖଯୋଗ୍ୟ । ଓଡ଼ିଶାରେ ଶେଷଥର ପାଇଁ ୨୦୧୭ରେ ଛାତ୍ରସଂସଦ ନିର୍ବାଚନ କରାଯାଇଥିଲା। ଏହା ପରଠାରୁ ବିଭିନ୍ନ ଆଳ, କୋଭିଡ଼ ମହାମାରୀ ଆଦି ପ୍ରସଙ୍ଗ ଉଠାଇ ତତ୍କାଳୀନ ବିଜେଡି ସରକାର ଏହି ନିର୍ବାଚନକୁ ବନ୍ଦ ରଖୁଥିଲେ । ନିର୍ବାଚନ ପରିବର୍ତ୍ତେ ସବୁ ଉଚ୍ଚତର ଶିକ୍ଷାନୁଷ୍ଠାନରେ ଛାତ୍ର ପ୍ରତିନିଧିଙ୍କୁ ନେଇ କ୍ୟାମ୍ପସ କମିଟମାନ ଗଠନର ବ୍ୟବସ୍ଥା ଥିଲା ।ଛାତ୍ର ସଂସଦ ଗଠନ ଓ ନିର୍ବାଚନ ଦେଶର ଉଚ୍ଚତର ଶିକ୍ଷାନୁଷ୍ଠାନରେ ଗଣତାନ୍ତ୍ରିକ ଅଧିକାର ହାସଲର ଏକ ବୈଧାନିକ ପରମ୍ପରା କହିଲେ ଅତ୍ୟୁକ୍ତି ହେବନାହିଁ। ଭବିଷ୍ୟତର ନେତୃତ୍ୱ ସୃଷ୍ଟି ଏବଂ ଛାତ୍ରଛାତ୍ରୀମାନଙ୍କୁ ରାଜନୀତିକ ଦୃଷ୍ଟିରୁ ସଚେତନ କରାଇବା ଉଦ୍ଦେଶ୍ୟରେ ଲିଙ୍ଗ୍ କମିସନଙ୍କ ସୁପାରିସ ଅନୁସାରେ ଏହି ବ୍ୟବସ୍ଥା ପ୍ରଚଳନ କରାଯାଇ କାର୍ଯ୍ୟକାରୀ ହୋଇଆସୁଛି। ତେବେ ଓଡ଼ିଶାରେ ତତ୍କାଳୀନ ବିଜେଡି ସରକାର ଏହାକୁ ହଠାତ୍ ବନ୍ଦ କରିଦେବା ପଛରେ ବିରୋଧୀଦଳମାନେ ଶାସକଦଳର ରାଜନୀତିକ ମନ୍ଦ ଉଦ୍ଦେଶ୍ୟ ଦେଖୁଥିଲେ। ସେମାନଙ୍କର ଅଭିଯୋଗ ଥିଲା ଯେ ସରକାରୀ ବିରୋଧୀ ସ୍ଵରକୁ ଚପାଇବା ଉଦ୍ଦେଶ୍ୟରେ ନିର୍ବାଚନକୁ ବନ୍ଦ ରଖାଯାଇଥିଲା । ଏହା ପୂର୍ବରୁ ରାଜ୍ୟରେ ଅବଶ୍ୟ ନିୟମିତ ଛାତ୍ର ସଂସଦ ନିର୍ବାଚନ ହେଉଥିଲା । ଅବଶ୍ୟ ଏକଥା ସତ ଯେ ଛାତ୍ର ସଂସଦ ନିର୍ବାଚନ ଅତ୍ୟନ୍ତ ସ୍ପର୍ଶକାତର ଏବଂ ଏହି ସମୟରେ ଅଣଛାତ୍ର, ରାଜନୀତିକ ଦଳର ଲୋକେ ଶିକ୍ଷାନୁଷ୍ଠାନରେ ପଶି ନିଜ ଦଳର ପତିଆରା ବୃଦ୍ଧି ପାଇଁ ଉଦ୍ୟମ କରିଥାନ୍ତି। ଏହାକୁ କେନ୍ଦ୍ରକରି ହିଂସାକାଣ୍ଡ ଘଟିଥାଏ ଏବଂ ଶୈକ୍ଷିକ ବାତାବରଣ ନଷ୍ଟ ହୁଏ। ଏହା ସତ୍ତ୍ୱେ ରାଜ୍ୟରେ ପ୍ରତିବର୍ଷ ଅକ୍ଟୋବର ମାସରେ ନିୟମିତ ନିର୍ବାଚନ ହେଉଥିଲା ।ବିଜେଡି ସରକାର ଛାତ୍ରସଂସଦ ନିର୍ବାଚନ ବନ୍ଦ କରିବାରୁ ବିଜେପି ସମେତ ପ୍ରାୟ ସବୁ ରାଜନୀତିକ ଦଳ ଓ ଛାତ୍ର ସଂଗଠନ ଏହାକୁ ଦୃଢ଼ ବିରୋଧ କରିଥିଲେ। ଏପରିକି ଏଥର ନିର୍ବାଚନ ଇସ୍ତାହାରରେ ଛାତ୍ରସଂସଦ ନିର୍ବାଚନ କରିବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା । ଏଥର କ୍ଷମତାକୁ ଆସିବା ପରେ ବିଜେପି ସମୟ ଅଭାବରୁ ନିର୍ବାଚନ ହୋଇ ପାରି ନଥିଲା ବୋଲି ସ୍ପଷ୍ଟୀକରଣ ଦେଇଥିଲା ।ତେବେ ସେ ଯା'ହେଉ ଆସନ୍ତା ବର୍ଷଠାରୁ ପୁନର୍ବାର ରାଜ୍ୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସ୍ୱାଗତଯୋଗ୍ୟ । ଲିଙ୍ଗଡୋ କମିସନ ସୁପାରିସ ଅନୁସାରେ ଛାତ୍ର ସଂସଦ ନିର୍ବାଚନ ନିୟମିତ ହେଉ ଏବଂ ଶିକ୍ଷାନୁଷ୍ଠାନରେ ଗଣତାନ୍ତ୍ରିକ ପ୍ରକ୍ରିୟା ଅବ୍ୟାହତ ରହୁ। ଛାତ୍ର ସଂସଦ ନିର୍ବାଚନରେ ହିଂସାକାଣ୍ଡ ଘଟିବା ପଛରେ ଦଳୀୟ ଓ ସାଂଗଠନିକ ରାଜନୀତି ଥାଏ। କ୍ଷମତାରେ ଥିବା ଦଳ ସର୍ବଦା ଚାହେଁ ଉଚ୍ଚତର ଶିକ୍ଷାନୁଷ୍ଠାନର ରାଜନୀତି ତାଙ୍କ ଦ୍ବାରା ନିୟନ୍ତ୍ରିତ ହେଉ। ଏହା ସତ୍ତ୍ବେ ସବୁବେଳେ ଶାସକଦଳକୁ ଆଶାନୁରୂପ ଫଳାଫଳ ମିଳେ ନାହିଁ । ବିଜେପି ପୁନର୍ବାର ଛାତ୍ର ସଂସଦ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇ ନିଜର କଥା ରଖୁଛି। ଏହାର କାର୍ଯ୍ୟକାରିତା ଦେଖିବାକୁ ଏବେ ବାକି ରହିଲା। ଏଭଳି ନିର୍ବାଚନରେ ଶିକ୍ଷାନୁଷ୍ଠାନରେ ଗଣ୍ଡଗୋଳ, ହିଂସାକାଣ୍ଡ ଓ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ସହିତ ଆଇନଶୃଙ୍ଖଳା। ବିଗିଡେ। ତାହାକୁ କିପରି ନିୟନ୍ତ୍ରଣ କରାଯିବ ସେ କାମ ସରକାରଙ୍କର। ସେଥିପାଇଁ ବିଦ୍ୟାର୍ଥୀଙ୍କୁ ଦାୟୀ କରି ସେମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ହନନ କରାଯାଇପାରିବ ନାହିଁ ।
19-12-24-ସମା
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ମୟୂରଭଞ୍ଜ ବିଭାଗ ବର୍ଗ
ରାଇରଙ୍ଗପୁର,୧୮ ।୧୨-ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ମୟୂରଭଞ୍ଜ ବିଭାଗ ବର୍ଗ ରାଇରଙ୍ଗପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକୁ ପରିଷଦର ଅଞ୍ଜଳ ଭାରତୀୟ ଜନଜାତି କାର୍ଯ୍ୟ ପ୍ରମୁଖ ପ୍ରମୋଦ ରାଉତ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ବିଭାଗ ପ୍ରମୁଖ ଅଧ୍ୟାପକ ସତ୍ୟପ୍ରିୟ ଦାସ ସଂଯୋଜନା କରିଥିଲେ।
ମହାରାଜା ଶ୍ରୀରାମ ଚନ୍ଦ୍ର ବିଶ୍ବବିଦ୍ୟାଳୟ ସାମାଜିକ କାର୍ଯ୍ୟ ବିଭାଗ ପ୍ରମୁଖ ଅଧ୍ୟାପକ ଶୁଭେନ୍ଦୁ ଶତପଥୀ ଓ ଉପେନ୍ଦ୍ରନାଥ କଲେଜ ରସାୟନ ବିଭାଗର ପ୍ରମୁଖ ଦେବେଶ ଶଙ୍କର ହୋତା ଉଦଘାଟନୀ ବକ୍ତବ୍ୟ ପ୍ରଦାନ କରିଥିଲେ। ଦୁଇଦିନ ଧରି ଅସ୍ଥୂଳ ଭାରତୀୟ ବର୍ଗରେ ପରିଷଦର ସାଙ୍ଗଠନିକ କାର୍ଯ୍ୟକ୍ରମ
ବିଷୟରେ ପ୍ରଶିକ୍ଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ମୟୂରଭଞ୍ଜ ପଶ୍ଚିମ ଜିଲା ସମ୍ପାଦକ ପରମେଶ୍ଵର ବେହେରା, ସଚ୍ଚିକାନ୍ତ ବାରିକ, ତନ୍ମୟ ଗିରି, ବିଭାଗ ସହ ସଂଯୋଜକ ଲିଙ୍ଗରାଜ ସେଠୀ, କବିତା କୁଅଁର ଜଗନ୍ନାଥ ବିନ୍ଧାଣୀ, ଡେଟି ପ୍ରିୟା ମହାନ୍ତ ପରିଚାଳନା
କରିଥିଲେ । ଏହି ଅବସରରେ ନଗର କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ନଗର ସଭାପତି ଭାବେ ପ୍ରଧ୍ୟାପକ ଡ଼. ମାନସ ରଞ୍ଜନ ସାହୁ, ନଗର ସମ୍ପାଦକ ଭବାନୀ ଶଙ୍କର ମହାନ୍ତ, ସହ ସମ୍ପାଦକ ଓମ
ମହାନ୍ତ, ରୁପାରାଣୀ ମହାନ୍ତଙ୍କ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଥିଲା।
18-12-2024
एबीवीपी का प्रदेश अधिवेशन 25 से कटक में होगाकटक: इस वर्ष अखिल भारतीय विद्यार्थी परिषद का प्रांतीय सम्मेलन सिल्वर सिटी कटक में होगा. तीन दिनों तक एबीवीपी कार्यकर्ता ओडिशा छात्र एवं युवा समाज के लिए योजना बनाएंगे और छात्र आंदोलन की रूपरेखा तैयार करेंगे. इस सत्र में ओडिशा की कला, संस्कृति, परंपरा और विरासत की झलक देखने को मिलेगी, यह जानकारी एबीवीपी के जिला संयोजक नितेश कुमार साहू ने प्रेस कॉन्फ्रेंस में दी.
कार्यक्रम में ओडिशा समेत देश की कई सामाजिक हस्तियां और शिक्षाविद् मौजूद रहेंगे और छात्रों का मार्गदर्शन करेंगे. उक्त सत्र में छात्र समाज की भूमिका के संबंध में विभिन्न विचारों पर चर्चा की जायेगी तथा राज्य की शिक्षा एवं सामाजिक स्थिति के संबंध में विभिन्न प्रस्ताव पारित किये जायेंगे. यह शिक्षा और सामाजिक परिवर्तन के लिए एक वार्षिक योजना भी तैयार करेगा। एसोसिएशन ने बताया है कि आने वाले दिनों में शिक्षा विभाग की समस्या दूर हो जायेगी. सम्मेलन में राज्य के 2000 से अधिक छात्र नेताओं और व्याख्याताओं के शामिल होने का कार्यक्रम है। इस मौके पर प्रेस कॉन्फ्रेंस में बताया गया कि शहीद बाजी राउत की जन्मस्थली भुबन से झाजी जागरण जत्था निकलेगा, जो पूरे राज्य का भ्रमण करते हुए 25 तारीख को कटक पहुंचेगा. ओडिशा के सभी विश्वविद्यालयों और कॉलेजों से आने वाले छात्रों का कटक में विशेष रूप से स्वागत किया जाएगा। इस प्रेस वार्ता में राष्ट्रीय कार्यकारिणी सदस्य श्याम सुंदर साहू, प्रदेश संयुक्त संपादक अभिराम लेंका, मुस्कान राय प्रमुख रूप से उपस्थित थे.
କଟକରେ ୨୫ରୁ ହେବ ଏବିଭିପି ରାଜ୍ୟ ଅଧୂବେଶନକଟକ,୧୭/୧୨(ନି.ପ୍ର): ଚଳିତ ବର୍ଷ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ଅଧୂବେଶନ ରୌପ୍ୟ ନଗରୀ କଟକରେ ଅନୁଷ୍ଠିତ ହେବ। ତିନିଦିନ ଧରି ଓଡ଼ିଶାର ଛାତ୍ର ଏବଂ ଯୁବ ସମାଜ ପାଇଁ ଯୋଜନା ଏବଂ ଛାତ୍ର ଆନ୍ଦୋଳନ ପାଇଁ ଏବିଭିପିର କାର୍ଯ୍ୟକର୍ତ୍ତା ସ୍ଵରୂପ ନିର୍ଦ୍ଧାରଣ କରିବେ । ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଝଲକ ଏହି ଅଧିବେଶନରେ ଦେଖିବାକୁ ମିଳିବ ବୋଲି ସାମ୍ବାଦିକ ସମ୍ମିଳନୀ କରି ଏବିଭିପିର ଜିଲା ସଂଯୋଜକ ନୀତେଶ କୁମାର ସାହୁ ସୂଚନା ଦେଇଛନ୍ତି।କାର୍ଯ୍ୟକ୍ରମରେ ଓଡିଶା ସମେତ ଦେଶର ବହୁ ସାମାଜିକ ବ୍ୟକ୍ତି ଏବଂ ଶିକ୍ଷାବିତ୍ରୀମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବେ । ଅମୃତ କାଳରେ ଛାତ୍ର ସମାଜର ଭୂମିକାକୁ ନେଇ ବିଭିନ୍ନ ବିଚାର ବିମର୍ଶ କରାଯିବା ସହ ରାଜ୍ୟର ଶିକ୍ଷା ଏବଂ ସାମାଜିକ ସ୍ଥିତିକୁ ନେଇ ବିଭିନ୍ନ ପ୍ରସ୍ତାବ ଉକ୍ତ ଅଧିବେଶନରେ ପାରିତ ହେବ। ଶିକ୍ଷା ଏବଂ ସାମାଜିକ ପରିବର୍ତ୍ତନ ପାଇଁ ବାର୍ଷିକ ଯୋଜନା ମଧ୍ୟ ଏଥିରେ ପ୍ରସ୍ତୁତ କରାଯିବ। ଫଳରେ ଶିକ୍ଷା ବିଭାଗରେ ରହିଥିବା ସମସ୍ୟା ଆଗାମୀ ଦିନରେ ସମାଧାନ ହୋଇପାରିବ ବୋଲି ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରୁ ୨୦୦୦ରୁ ଊର୍ଦ୍ଧ୍ବ ଛାତ୍ରନେତା ଓ ଅଧ୍ୟାପକ ଏହି ଅଧୂବେଶନରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସହିଦ ବାଜି ରାଉତଙ୍କ ଜନ୍ମସ୍ଥାନ ଢେଙ୍କାନାଳ ଜିଲା ଭୁବନରୁ ଏକ ସଂଗ୍ରାମୀ ଜାଗରଣ ଯାତ୍ରା ଆରମ୍ଭ ହୋଇ ରାଜ୍ୟରେ ପରିଭ୍ରମଣ କରି ୨୫ରେ କଟକରେ ପହଞ୍ଚିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଓଡିଶାର ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଆସୁଥିବା ବିଦ୍ୟାର୍ଥୀଙ୍କୁ କଟକରେ ସ୍ଵତନ୍ତ୍ର ଭାବେ ସ୍ବାଗତ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ୟାମ ସୁନ୍ଦର ସାହୁ, ରାଜ୍ୟ ସହ ସମ୍ପାଦକ ଅଭିରାମ ଲେଙ୍କା, ମୁସ୍କାନ ରାୟ ପ୍ରମୁଖ ଉପସ୍ଥିତ ଥିଲେ।
---------------------------------------ଏବିଭିପି ନଗର ସମ୍ମିଳନୀବଲାଙ୍ଗିର, ୨।୧୦ ,ଅକ୍ଟୋବର ୨୦୨୪(ନି.ପ୍ର) : ବଲାଙ୍ଗିର ଅଞ୍ଚଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସ୍ଥାନୀୟ କଲେଜ ଛକ ଶିଶୁ ମନ୍ଦିରରେ ନଗର ସମ୍ମିଳନୀ ଓ ନୂଆଁଖାଇ ଭେଟ୍ଘାଟ ଅନୁଷ୍ଠିତ ହୋଇଯାଇଛି। ଏବିଭିପି ବଲାଙ୍ଗିର ବିଭାଗ ପ୍ରମୁଖ ରବିନ୍ଦ୍ର ମେହେର ମୁଖ୍ୟ ଅତିଥ୍, ବଲାଙ୍ଗିର-ସୋନପୁର ଜିଲା ସଂଗଠନ ସମ୍ପାଦକ ବିକାଶ ସାହୁ ସମ୍ମାନିତ ଅତିଥ୍ୟ ଭାବେ ଯୋଗ ଦେଇଥିଲେ ବିଭାଗ ସଂଯୋଜକ ସ୍ୱରାଜ ପୁରୋହିତ, ଜିଲା ସହପ୍ରମୁଖ ଅରୁଣ ସାହୁ, ଜିଲା ସଂଯୋଜକ ଉତ୍ତମବରାଡ଼, ଜିଲା ସହସଂଯୋଜକ ଦିବ୍ୟରଞ୍ଜନ କାଲସାଏ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବୋଧପ୍ତ ବେଜ, ରାଜ୍ୟ ଜିଜ୍ଞାସା ପ୍ରମୁଖ ବୁଲୁ ମେହେର, ବିଭାଗ ଛାତ୍ରୀ ପ୍ରମୁଖ ବିଲା ସିନି ବୁଟା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ନଗର ସମ୍ମିଳନୀରେ ନୂତନ କାର୍ଯ୍ୟକାରିଣୀ ବିଭାଗ ସଂଯୋଜକ ସ୍ଵରାଜ ପୁରୋହିତ ଘୋଷଣା କରିଥିଲେ ନଗର ସଭାପତି ଅଧ୍ୟାପକ ଆଲୋକ ପଣ୍ଡା, ଉପସଭାପତି ମିତାଞ୍ଜଳୀ ଶତପଥୀ,
ମଞ୍ଜିତ କର୍ମୀ, ଅନିଲ ସା, ନଗର ସମ୍ପାଦକ ତେଜରାଜ ସାହୁ, ସହସମ୍ପାଦକ ସୋମ ମିଶ୍ର, ରାକେଶ ସାଇ, ଗତିବିଧ୍ ପ୍ରମୁଖ ସୁମନ ସାହୁ, ରାଷ୍ଟ୍ରୀୟ କଳା ମଞ୍ଚ ପ୍ରମୁଖ ଅଷ୍ଟମୀ ନାଗ, ରାଷ୍ଟ୍ରୀୟ କଳା ମଞ୍ଚ ସଂଯୋଜିକା ବିଜ୍ଞେସୀ
ବାରିକ, ଛାତ୍ରୀ ପ୍ରମୁଖ ରୋସନୀ ସାହୁ, ସହଛାତ୍ରୀ ପ୍ରମୁଖ ଆଦ୍ୟାସ ପ୍ରିୟଦର୍ଶିନୀ, ସ୍ଵିକୃତୀ ବନ୍ଧଛୋଡ଼, ନଗର କ୍ରୀଡ଼ା ସଂଯୋଜକ ସରୋଜ ସାହୁ, ନଗର ମେସ୍ ସମ୍ପର୍କ ସଂଯୋଜକ ସୌମ୍ୟରଞ୍ଜନ ପୁରୋହିତ, ନଗର ବିଦ୍ୟାର୍ଥୀ ସମ୍ପର୍କ ପ୍ରମୁଖ ବାବୁନ ଦଣ୍ଡସେନା, ସେବା ବିଦ୍ୟାର୍ଥୀ ସଂଯୋଜକ ମୁକେଶ ମିଶ୍ର, ସିଡିଡି ସଂଯୋଜକ ସ୍ଵାଭିମାନ ପ୍ରଧାନ, ନଗର ଜିଜ୍ଞାସା ସଂଯୋଜକ ଦୀପକ ମେହେର, ନଗର ମେଡି ଭିଜନ ସଂଯୋଜକ ଭାବେ ସୋମ୍ୟରଞ୍ଜନ ସାହୁଙ୍କୁ ଦାୟିତ୍ବ ଦିଆଯାଇଛି ।
7-9-24संगठन का मांग पत्र
रेभेन्सा मामले में एबीवीपी ने की डीजीपी से मुलाकात
17-8-24कार्यक्रम
28-7-24ଭୀମଭୋଇ ମହାବିଦ୍ଯାଳଯରେ ଏବିଭିପି ବୈଠକ27-7-20247- एबीवीपी की ओर से कारगिल विजय दिवस
https://www.facebook.com/ viswasambadkendraodisha/posts/ pfbid022fB4td7wztrTjY8w8rNrAZj TnRXThap7ARbz1KY9fzYw4zb89sR33 8UayqYbmQC5l
24-7-24ଛାତ୍ର ସଂସଦ ନିର୍ବାଚନ ଦାବି କଲା ଏବିଭିପି
23-7-24छात्र संसद चुनाव के लिए एबीवीपी की तैयारी - भद्रक जिले में 10 हजार सदस्य बनाने का लक्ष्य
https://www.facebook.com/ viswasambadkendraodisha/posts/ pfbid07SgCKtF34Vjs5MuiZERGj3kS bz94qL3379i7jMwSXkzpGdyJQMTkDN 4DiznLXxARl
एबीवीपी जाजपुर जिले में छात्र संसद चुनाव लड़ने के लिए हमेशा तैयार है
22-7-24
केंद्रपाड़ा विद्यार्थी परिषद का पूर्व कार्यकर्ता सम्मेलन
बालेश्वर एबीवीपी छात्र संसद चुनाव की तैयारी
एबीवीपी इस शैक्षणिक वर्ष में 10 हजार छात्रों और शिक्षकों को जोड़ेगी
तुलसी चौरा सरस्वती बाल विद्या मंदिर, बारीपदा में मातृ सम्मेलन
6-7-24ଏବିଭିପି ଭଦ୍ରକ ଜିଲ୍ଲା ସମିତି
ଓଡ଼ିଶା ସଂଗଠନ ଉପରେ ସାରା ଦେଶର ନଜର: ଆଶିଷ
କଟକ,୨୬/୧୨: ‘ପ୍ରଥମ ଥର ପାଇଁ ଓଡ଼ିଶାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟତା ୧ ଲକ୍ଷରୁ ଅଧିକ ହୋଇଛି I ପରିଷଦର କାର୍ଯ୍ୟକର୍ତ୍ତା ଓଡ଼ିଶାର କୋଣ ଅନୁକୋଣ ପର୍ଯ୍ୟନ୍ତ ପହଞ୍ଚିଛନ୍ତି। ସେମାନେ ଛାତ୍ରଛାତ୍ରୀଙ୍କ ଶିକ୍ଷାଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବାକୁ ପ୍ରୟାସ ଚଳାଇଛନ୍ତି। ଏବେ କିନ୍ତୁ ଏହି ସଦସ୍ୟତା ପଦ ପ୍ରତ୍ୟେକ ପ୍ରାନ୍ତରେ ଏକ ଲକ୍ଷ କରାଯିବା ଦରକାର। ଆସନ୍ତା କଲେଜ ଛାତ୍ର ସଂସଦ ନିର୍ବାଚନ ସହିତ ସଂଗଠନର ବ୍ୟାପ୍ତି ଦାୟିତ୍ବ ପ୍ରତ୍ୟେକ ଛାତ୍ରଛାତ୍ରୀ ନେବା ଆବଶ୍ୟକ । କାରଣ ଓଡ଼ିଶା ସଂଗଠନ ଉପରେ ସାରା ଦେଶର ଛାତ୍ର ସଂଗଠନର ନଜର ରହିଛି।’-ଜବାହରଲାଲ୍ ଇନ୍ଡୋର୍ ଷ୍ଟାଡିୟମ୍ରେ ଆୟୋଜିତ ଏବିଭିପିର ୪୯ ତମ ରାଜ୍ୟ ଅଧିବେଶନରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଏବିଭିପି ସହ ଯୋଡି ହେବାକୁ ଏପରି ଆହ୍ବାନ
ଦେଇଛନ୍ତି ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଆଶିଷ ଚୌହ୍ୱାନ।
ଆଜିର କାର୍ଯ୍ୟକ୍ରମରେ ଅନ୍ୟତମ ବକ୍ତା ଭାବେ ରାଷ୍ଟ୍ରୀୟ ସହ ସଂଗଠନ ସମ୍ପାଦକ ଗୋବିନ୍ଦ ନାୟକ ପଞ୍ଚ ପରିବର୍ତ୍ତନର ବାହକ ଯୁବଶକ୍ତି ବିଷୟ ଉପରେ ମତ ରଖିଥିଲେ । ସେ କହିଥିଲେ, ପରିବେଶ ଓ ମାନବ ସଭ୍ୟତା ପରସ୍ପରର ପରିପୂରକ। ଭାରତୀୟ ସଂସ୍କୃତିରେ ରହିଛି ପରିବେଶରୁ ଯେତିକି ନେବା ସେତିକି ଫେରାଇବା। ତେଣୁ ପରିବେଶ ବଞ୍ଚାଇବାରେ ମଧ୍ୟ ଯୁବଶକ୍ତିର ଭୂମିକା ରହିବା ଜରୁରି।
ରାଇରଙ୍ଗପୁର,୧୮ ।୧୨-ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ମୟୂରଭଞ୍ଜ ବିଭାଗ ବର୍ଗ ରାଇରଙ୍ଗପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକୁ ପରିଷଦର ଅଞ୍ଜଳ ଭାରତୀୟ ଜନଜାତି କାର୍ଯ୍ୟ ପ୍ରମୁଖ ପ୍ରମୋଦ ରାଉତ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ବିଭାଗ ପ୍ରମୁଖ ଅଧ୍ୟାପକ ସତ୍ୟପ୍ରିୟ ଦାସ ସଂଯୋଜନା କରିଥିଲେ।
ମହାରାଜା ଶ୍ରୀରାମ ଚନ୍ଦ୍ର ବିଶ୍ବବିଦ୍ୟାଳୟ ସାମାଜିକ କାର୍ଯ୍ୟ ବିଭାଗ ପ୍ରମୁଖ ଅଧ୍ୟାପକ ଶୁଭେନ୍ଦୁ ଶତପଥୀ ଓ ଉପେନ୍ଦ୍ରନାଥ କଲେଜ ରସାୟନ ବିଭାଗର ପ୍ରମୁଖ ଦେବେଶ ଶଙ୍କର ହୋତା ଉଦଘାଟନୀ ବକ୍ତବ୍ୟ ପ୍ରଦାନ କରିଥିଲେ। ଦୁଇଦିନ ଧରି ଅସ୍ଥୂଳ ଭାରତୀୟ ବର୍ଗରେ ପରିଷଦର ସାଙ୍ଗଠନିକ କାର୍ଯ୍ୟକ୍ରମ
ବିଷୟରେ ପ୍ରଶିକ୍ଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ମୟୂରଭଞ୍ଜ ପଶ୍ଚିମ ଜିଲା ସମ୍ପାଦକ ପରମେଶ୍ଵର ବେହେରା, ସଚ୍ଚିକାନ୍ତ ବାରିକ, ତନ୍ମୟ ଗିରି, ବିଭାଗ ସହ ସଂଯୋଜକ ଲିଙ୍ଗରାଜ ସେଠୀ, କବିତା କୁଅଁର ଜଗନ୍ନାଥ ବିନ୍ଧାଣୀ, ଡେଟି ପ୍ରିୟା ମହାନ୍ତ ପରିଚାଳନା
କରିଥିଲେ । ଏହି ଅବସରରେ ନଗର କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ନଗର ସଭାପତି ଭାବେ ପ୍ରଧ୍ୟାପକ ଡ଼. ମାନସ ରଞ୍ଜନ ସାହୁ, ନଗର ସମ୍ପାଦକ ଭବାନୀ ଶଙ୍କର ମହାନ୍ତ, ସହ ସମ୍ପାଦକ ଓମ
ମହାନ୍ତ, ରୁପାରାଣୀ ମହାନ୍ତଙ୍କ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଥିଲା।
ମଞ୍ଜିତ କର୍ମୀ, ଅନିଲ ସା, ନଗର ସମ୍ପାଦକ ତେଜରାଜ ସାହୁ, ସହସମ୍ପାଦକ ସୋମ ମିଶ୍ର, ରାକେଶ ସାଇ, ଗତିବିଧ୍ ପ୍ରମୁଖ ସୁମନ ସାହୁ, ରାଷ୍ଟ୍ରୀୟ କଳା ମଞ୍ଚ ପ୍ରମୁଖ ଅଷ୍ଟମୀ ନାଗ, ରାଷ୍ଟ୍ରୀୟ କଳା ମଞ୍ଚ ସଂଯୋଜିକା ବିଜ୍ଞେସୀ
ବାରିକ, ଛାତ୍ରୀ ପ୍ରମୁଖ ରୋସନୀ ସାହୁ, ସହଛାତ୍ରୀ ପ୍ରମୁଖ ଆଦ୍ୟାସ ପ୍ରିୟଦର୍ଶିନୀ, ସ୍ଵିକୃତୀ ବନ୍ଧଛୋଡ଼, ନଗର କ୍ରୀଡ଼ା ସଂଯୋଜକ ସରୋଜ ସାହୁ, ନଗର ମେସ୍ ସମ୍ପର୍କ ସଂଯୋଜକ ସୌମ୍ୟରଞ୍ଜନ ପୁରୋହିତ, ନଗର ବିଦ୍ୟାର୍ଥୀ ସମ୍ପର୍କ ପ୍ରମୁଖ ବାବୁନ ଦଣ୍ଡସେନା, ସେବା ବିଦ୍ୟାର୍ଥୀ ସଂଯୋଜକ ମୁକେଶ ମିଶ୍ର, ସିଡିଡି ସଂଯୋଜକ ସ୍ଵାଭିମାନ ପ୍ରଧାନ, ନଗର ଜିଜ୍ଞାସା ସଂଯୋଜକ ଦୀପକ ମେହେର, ନଗର ମେଡି ଭିଜନ ସଂଯୋଜକ ଭାବେ ସୋମ୍ୟରଞ୍ଜନ ସାହୁଙ୍କୁ ଦାୟିତ୍ବ ଦିଆଯାଇଛି ।
रेभेन्सा मामले में एबीवीपी ने की डीजीपी से मुलाकात
https://www.facebook.com/
ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ମନ୍ତ୍ରୀଙ୍କ ବାସଭବନ ଘେରିଲା ଏବିଭିପି-26-2-2024
ଭୁବନେଶ୍ୱର :25/2- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ରବିବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି । ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ମନ୍ତ୍ରୀଙ୍କ ବାସଭବନ ଘେରିଛି ଏବିଭିପି । ଏବିଭିପିର କାର୍ଯ୍ୟକର୍ତ୍ତାମାନେ ଏକାଠି ହୋଇ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ପହଞ୍ଚିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ପୁଲିସ ଏବିଭିପି କର୍ମୀଙ୍କୁ ଅଟକାଇଥିଲେ । ଫଳରେ କିଛି ସମୟ ପାଇଁ ପୁଲିସ ଓ ଏବିଭିପି କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ପୁଲିସ ଏବିଭିପି କର୍ମୀଙ୍କୁ ଉଠାଇ ନେଇଛି । ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଏବିଭିପି । ପ୍ରଶ୍ନପତ୍ର ଲିକ୍ ଘଟଣା ଓଡ଼ିଶାରେ ପରିପେକ୍ଷୀରେ ନୂଆ ନୁହେଁ, ଓଡ଼ିଶାରେ ପରୀକ୍ଷା ହେବ ଓ ବିଭ୍ରାଟ ହେବ ନି ଏହା ଏକପ୍ରକାର ଅସମ୍ଭବ ହୋଇ ଗଲାଣି ବୋଲି ଏବିଭିପି ପକ୍ଷରୁ କୁହାଯାଇଛି ।
ଏବିଭିପିର ଜିଲ୍ଲା ବୈଠକ
ଭଦ୍ରକ: ଭଦ୍ରକ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ଗାନ୍ଧୀ ପଡ଼ିଆ ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ପରିଷଦର ‘ଜିଲ୍ଲା ବୈଠକ’ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ସମ୍ମିଳନୀ, ନଗର ସମ୍ମିଳନୀ, ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଏବିଭିପିର ଭୂମିକା, ସିଡିଡି, ବିବେକାନନ୍ଦ ଜୟନ୍ତୀ ଏବଂ ଆଗାମୀ ଜାନୁଆରୀ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀରାମ ମନ୍ଦିର ଅଭିଯାନ ସମେତ ଅନେକ ସାଂଗଠନିକ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ଜିଲ୍ଲା ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ, ବିଭାଗ ସଂଗଠନ ମନ୍ତ୍ରୀ ସମ୍ବିତ ପ୍ରସାଦ ରାଉତ, ରାଜ୍ୟ ସହସମ୍ପାଦକ ଶୁଭ୍ର ସମ୍ବିତ ନାୟକ, ବିଭାଗ ସହ ସଂଯୋଜକ ବିଶ୍ୱନାଥ ସୋନୁ ଲାହା, ବିଭାଗ ଛାତ୍ରୀ ସହ ପ୍ରମୁଖ ପାର୍ବତୀ ମିଶ୍ର, ବିଭାଗ ରାଷ୍ଟ୍ରୀୟ କଳାମଂଚ ପ୍ରମୁଖ ପ୍ରିୟଙ୍କା ଦାଶ, ରାଜ୍ୟ ଏସ୍ଏଫ୍ଡି ସହ ସଂଯୋଜକ ବିଭୁ କିଶୋର ରାଉତ, ରାଜ୍ୟ ଫାର୍ମା ଭିଜନ ସହ ସଂଯୋଜକ ସାଇ ଜୀବନ ଜ୍ୟୋତି ସାହୁ, ଓମ୍କାର୍ ମହାନ୍ତି, ମାଧୁରୀ ରାଉତ, ସର୍ବେଶ୍ୱର ବାରିକ, ସତ୍ୟ ପ୍ରକାଶ ମହାନ୍ତି, ବୈଜୟନ୍ତୀ ଦାସ, ଦେବାଶିଷ ଲାହା, ରାହୁଲ ଦେବ ସାହୁ, ଶୁଭଙ୍କର ମହାରଣା, ଶୁଭମ ରାଉତ, ଆୟୁଷ ପାଣିଗ୍ରାହୀଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୃତ୍ୟୁଞ୍ଜୟ ବିଶ୍ୱାଳ, ଦିପ୍ତେଶୁ ସାମଲ, ରାକେଶ କୁମାର ରାଉତଙ୍କ ସହ ବିଭିନ୍ନ ନଗର ଏବଂ ମହାବିଦ୍ୟାଳୟର ୫୦ରୁ ଅଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଜିଲ୍ଲା ବୈଠକରେ ଆଗରପଡ଼ା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରଭୁ ଶ୍ରୀରାମ, ସୀତା ମାତାଙ୍କୁ କଳଙ୍କିତ କରି କରାଯାଇଥିବା ନାଟକ ପରିବେଷଣକୁ ତୀବ୍ର ନିନ୍ଦା କରାଯାଇଥିଲା । ସଂପୃକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ବୈଠକରେ ଦାବି କରାଯାଇଥିଲା
ଗୁଣାତ୍ମକ ଶିକ୍ଷା ଓ ଆନନ୍ଦମୟ ସାର୍ଥକ ଜୀବନ ପାଇଁ ଏବିଭିପି ଆରମ୍ଭ କରିବ କ୍ୟାମ୍ପସ ଚାଲ ଅଭିଯାନ
ଭୁବନେଶ୍ୱର, ୧୬/୧୨-23 : ପତାକା ଉତ୍ତୋଳନ କରିବା ପରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୬୯ତମ ରାଷ୍ଟ୍ରୀୟ ଅଧିବେଶନ ଏକ ରେକର୍ଡ ସ୍ଥାପନ କରି ୮୫୦୦ଛାତ୍ରଛାତ୍ରୀ ଏବଂ ୧୫୦ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ଓଡିଶାରୁ୨୩୮ବିଦ୍ୟାର୍ଥୀ ଏକତ୍ରିତ ହୋଇ ବନ୍ଦେ ମାତାରମ ଗାଇଥିଲେ । ଏବିଭିପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଯାଜ୍ଞବଳ୍କ ଶୁକ୍ଳ ସାରାଦେଶରେ ଏବିଭିପି ଦ୍ୱାରା କରାଯାଇଥିବା କାର୍ଯ୍ୟ ଉପରେ ଆଧାର କରି ସାଧାରଣ ସଂପାଦକଙ୍କ ରିପୋର୍ଟ ଉପସ୍ଥାପନ କରିଥିଲେ ଯେଉଁଥିରେ ସେ ଏବିଭିପିର କାର୍ଯ୍ୟକ୍ରମ, କାର୍ଯ୍ୟକଳାପ, ଦେଶରେ ବିଭିନ୍ନ ଗତିବିଧି ଏବଂ ସଦସ୍ୟତା ସଂଖ୍ୟା ୫୦,୬୫,୨୬୪ବିଷୟରେ ସୂଚନା ଦେଇଥିଲେ । ଏବିଭିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଅଧ୍ୟାପକ ଡ଼ ରାଜ୍ରଶଣସ୍ୟାହି ଓ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଭାବେ ଯାଜ୍ଞବଳ୍କ ଶୁକ୍ଳ ପୁନଃ ନିର୍ବାଚିତ ହୋଇଥିଲେ । ଏବିଭିପର ୬୯ ରାଷ୍ଟ୍ରୀୟ ଅଧିବେଶନକୁ କେନ୍ଦ୍ର ଗୃହ ଓ ସହଯୋଗ ମନ୍ତ୍ରୀ ଅମିତ ଶାହା ୦୮ ଡିସେମ୍ବରରେ ଉଦଘାଟନ କରିଥିଲେ । ନିଜକୁ ଏବିଭିପିର ଏକ ଜୈବ ଉତ୍ପାଦ ବୋଲି କହି କେନ୍ଦ୍ରଗୃହମନ୍ତ୍ରୀ ୨୨ ଜାନୁଆରୀ ୨୦୨୪ ହେବାକୁ ଥିବା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି । ଦିଲ୍ଲୀର ବୁରାଡ଼ିସ୍ଥିତ ଇନ୍ଦ୍ରପ୍ରସ୍ଥ ନଗରରେ ଆୟୋଜିତ ହୋଇଥିବା ଏବିଭିପିର ୬୯ତମ ରାଷ୍ଟ୍ରୀୟ ଅଧିବେଶନ ଏବଂ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦରେ ୬ଟି ପ୍ରସ୍ତାବ ପାରିତ ହୋଇଛି ଯେଉଁଥିରେ ଗୁଣାତ୍ମକ ଶିକ୍ଷା ଓ ଜୀବନ୍ତ କ୍ୟାମ୍ପସ ପାଇଁ କଠୋର ପଦକ୍ଷେପ ନିଆଯିବା ଦରକାର, ଯୁବକମାନେ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ଉଚିତ୍, ପରିବେଶ ସନ୍ତୁଳନ ପାଇଁ ଯୁକ୍ତିଯୁକ୍ତ ବିକାଶ ଆବଶ୍ୟକ, ବିଶ୍ୱ କଲ୍ୟାଣକାରୀ ଭାରତୀୟ କୂଟନୀତି ଓ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦରେ ବୈଠକରେ ନାରୀ ଶକ୍ତି ବନ୍ଦନ ଅଧିନିୟମ, ଏକ ଐତିହାସିକ ପଦକ୍ଷେପ ଓ ଭାରତୀୟ ସ୍ୱ ଏବଂ ସ୍ୱାଭିମାନର ପ୍ରତୀକ ଶ୍ରୀରାମ ମନ୍ଦିର ଏହିଭଳି ପ୍ରସ୍ତାବ ପାରିତ ହୋଇଛି । ଆଜି ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଶ୍ନବାଚି, ଘଇଇଉ ଗ୍ରେଡ କମିଯିବା, ୪ଟି କୃଷୀ ବିଶ୍ୱବିଦ୍ୟାଳୟର ଓଉଇଜ ମାନ୍ୟତା ନାହିଁ, ରାଜ୍ୟରେ ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲିପଡ଼ିଛି, ଇଓଉଞଋ ର ମାନ୍ୟତା ପ୍ରାପ୍ତ ନଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ଗଈଇ ଡିଗ୍ରୀ ଦେଉଛନ୍ତି । ଆଜି କ୍ୟାମ୍ପସରେ ବିଜେଡିର ରାଜନୀତିକରଣ ଚାଲିଛି । ବିଦ୍ୟାର୍ଥୀମାନେ କ୍ୟାମ୍ପସ ଯାଉନାହାନ୍ତି ତେଣୁ ଏହିସବୁ ଶିକ୍ଷା ସମସ୍ୟାକୁ ନେଇ ଏବିଭିପି ଓଡ଼ିଶା ଆନ୍ଦୋଳନ କରିବା ସହିତ ବିଦ୍ୟାର୍ଥିମାନଙ୍କୁ କ୍ୟାମ୍ପସ ଚାଲ ଅଭିଯାନ ଆରମ୍ଭ କରିବ । ଏହି ରାଷ୍ଟ୍ରୀୟ ଅଧିବେଶନରେ କଳାହାଣ୍ଡି ଓ ବଲାଙ୍ଗିର ବିଭାଗ ସଂଗଠନ ସମ୍ପାଦକ ବୁଦ୍ଧଦେବ ବାଘ ରାଷ୍ଟ୍ରୀୟ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ଏହା ସହିତ ଦୀପ୍ତିମୟି ପ୍ରତିହାରୀ କେନ୍ଦ୍ରୀୟ କାର୍ଯ୍ୟ ସମିତି ସଦସ୍ୟ ଭାବେ ଓ ଭୁବନେଶ୍ୱରରୁ ଚଣ୍ଡୀପ୍ରସାଦ ସୁଆର, କଟକରୁ ଶ୍ୟାମସୁନ୍ଦର ସାହୁ, ସମ୍ବଲପୁରରୁ ସ୍ୱେତାଂଶୁ ବରାଇ, କନ୍ଧମାଳରୁ ତଅପୋଇ କହଁର ଓ କୋରାପୁଟରୁ ତନ୍ମୟ ପ୍ରଧାନଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମିତିରେ ସାମିଲ କରାଯାଇଛି । ପ୍ରିୟରଞ୍ଜନ ରାଉତଙ୍କୁ ରାଷ୍ଟ୍ରୀୟ କଳା ମଞ୍ଚର ରାଷ୍ଟ୍ରୀୟ ସହ ସଂଯୋଜକ ଓ ଆଲେଖିକା ପଟ୍ଟନାୟକଙ୍କୁ ଆଗ୍ରିଭିଜନର ରାଷ୍ଟ୍ରୀୟ ସହ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି । ଏହି ପ୍ରେସ ବାର୍ତ୍ତାରେ ରାଷ୍ଟ୍ରୀୟ ସମ୍ପାଦକ ବୁଦ୍ଧଦେବ ବାଘ, ରାଜ୍ୟ ସମ୍ପାଦକ ଅର୍ଜିତ୍ ପଟ୍ଟନାୟକ, ରାଜ୍ୟ ସହ ସମ୍ପାଦକ ସୌମ୍ୟରଞ୍ଜନ ଭୋଇ ଓ କେନ୍ଦ୍ରୀୟ କାର୍ଯ୍ୟ ସମିତି ସଦସ୍ୟ ଦୀପ୍ତିମୟୀ ପ୍ରତିହାରୀ ଉପସ୍ଥିତ ଥିଲେ । ଗୁଣବତ୍ତା ଶିକ୍ଷା ପାଇଁ ବିଦ୍ୟାର୍ଥୀମାନଙ୍କୁ କ୍ୟାମ୍ପସ ଯିବା ପାଇଁ ପ୍ରେରିତ କରିବା ସହିତ ସାର୍ଥକ ଓ ଆନନ୍ଦମୟ କ୍ୟାମ୍ପସ ଜୀବନ ପାଇଁ ପ୍ରେରିତ କରିବ ଏବିଭିପି ଓ ରାଜ୍ୟର ଶିକ୍ଷା ସମସ୍ୟାର ସମାଧାନ ଓ ଗୁଣାତ୍ମକ ଶିକ୍ଷା ପାଇଁ ବିଭିନ୍ନ ସ୍ତରରେ ଆନ୍ଦୋଳନ କରିବୁ ବୋଲି ରାଷ୍ଟ୍ରୀୟ ସମ୍ପାଦକ ବୁଦ୍ଧଦେବ ବାଘ କହିଛନ୍ତି ।
श्रीराम जन्मभूमि मंदिर में रामलला की प्राण प्रतिष्ठा पर दीपोत्सव मनाएं विद्यार्थी
नई दिल्ली. अखिल भारतीय विद्यार्थी परिषद के राष्ट्रीय महामंत्री याज्ञवल्क्य शुक्ल ने कहा कि अयोध्या में 22 जनवरी को श्रीराम जन्मभूमि मंदिर में रामलला की प्राण प्रतिष्ठा के शुभ अवसर पर विद्यार्थी परिषद ने देशभर के विद्यार्थियों से दीपोत्सव मनाने का आह्वान किया. यह अवसर देश के विद्यार्थियों को श्रीराम के आदर्शों को आत्मसात करने का संदेश देने वाला है. विद्यार्थी परिषद ने श्रीराम मंदिर निर्माण पर अपनी राष्ट्रीय कार्यकारी परिषद बैठक में प्रस्ताव भी पारित किया है.
देश के विद्यार्थी अपनी भूमिका सकारात्मक ढंग से निभाने के लिए तैयार हैं, विद्यार्थी परिषद सकारात्मक प्रयोग द्वारा देश के युवाओं में विकसित भारत के संकल्प पर काम करेगी, जिससे राष्ट्रीय पुनर्निर्माण का सपना पूरा हो सके. युवा हर प्रकार से स्वस्थ हों. विद्यार्थी परिषद ने वर्तमान में शिक्षा, पर्यावरण सहित विभिन्न क्षेत्रों में सकारात्मक बदलाव में महत्वपूर्ण भूमिका निभाने के लिए देश के विद्यार्थियों की सहभागिता हेतु आह्वान किया है.
याज्ञवल्क्य शुक्ल ने कहा कि देश के युवाओं के सपनों को पूरा करने के लिए केन्द्र तथा राज्य सरकारों को शीघ्रता से प्रयास करने की आवश्यकता है. विद्यार्थी परिषद ने देश के युवाओं के हित में केन्द्र तथा राज्य सरकारों से विभिन्न पदों की रिक्तियां शीघ्र भरने का आह्वान किया. ये रिक्तियां मिशन मोड पर भरी जानी चाहिएं. बीते महीनों में ओडिशा, राजस्थान, छत्तीसगढ़, मध्य प्रदेश, उत्तर प्रदेश में रोजगार तथा शिक्षा के मुद्दों पर विद्यार्थी परिषद के नेतृत्व में बड़े आंदोलन हुए हैं. आगामी वर्ष में विद्यार्थी परिषद इन मुद्दों पर और तेज प्रयास करेगी.
दिल्ली के बुराड़ी स्थित डीडीए ग्राउंड मैदान में बसाई गई टेंट सिटी में आयोजित ABVP के 69वें राष्ट्रीय अधिवेशन व राष्ट्रीय कार्यकारी परिषद बैठक में कुल 6 प्रस्ताव पारित किए गए, जिनमें स्वस्थ जीवन शैली अपनाएं युवा, विवेकशील विकास पर्यावरण संतुलन आवश्यक, गुणवत्तापूर्ण शिक्षा एवं जीवंत परिसर हेतु उठाए जाएं ठोस कदम तथा वैश्विक कल्याणकारी भारतीय कूटनीति शीर्षक सहित 4 प्रस्ताव राष्ट्रीय अधिवेशन में तथा राष्ट्रीय कार्यकारी परिषद की बैठक में भारतीय ‘स्व’ व स्वाभिमान का प्रतीक श्री राममंदिर तथा नारी शक्ति वंदन अधिनियम एक ऐतिहासिक पहल शीर्षक दो प्रस्ताव पारित किए गए हैं.
विद्यार्थी परिषद ने राष्ट्रीय अधिवेशन में देश के सभी राज्यों के जिला केन्द्रों पर जिला सम्मेलन आयोजित करने की घोषणा की, इन सम्मेलनों में विविध वृत्तियों के आधार पर युवाओं के मुद्दों पर संवाद होगा. दिल्ली में आयोजित प्रेस वार्ता में अखिल भारतीय विद्यार्थी परिषद के राष्ट्रीय महामंत्री याज्ञवल्क्य शुक्ल, राष्ट्रीय मंत्री शिवांगी खरवाल, राष्ट्रीय मीडिया संयोजक आशुतोष सिंह, दिल्ली प्रदेश मंत्री हर्ष अत्री तथा दिल्ली विश्वविद्यालय छात्रसंघ अध्यक्ष तुषार उपस्थित रहे.
ଢେଙ୍କନାଳର ଅରିଜିତ ଏବିଭିପି ଓଡ଼ିଶାର ରାଜ୍ୟ ସମ୍ପାଦକ ରୂପେ ପୁନଃନିର୍ବାଚିତ
12-12-2023
ଢେଙ୍କାନାଳ, ୧୧ା୧୨ : ଅଧ୍ୟାପିକା ଗାର୍ଗୀ ବାନାର୍ଜୀ ଏବିଭିପି ଓଡ଼ିଶାର ରାଜ୍ୟ ସଭାପତି ଓ ଢେଙ୍କାନାଳର ଅରିଜିତ ପଟ୍ଟନାୟକ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶାର ରାଜ୍ୟ ସମ୍ପାଦକ ରୂପେ ୨୦୨୩-୨୪ ଶିକ୍ଷା ବର୍ଷ ନିମନ୍ତେ ପୁନଃନିର୍ବାଚିତ ହୋଇଛନ୍ତି । ଏହି ଘୋଷଣା ଏବିଭିପି ଓଡ଼ିଶାର ପ୍ରାନ୍ତ କାର୍ଯ୍ୟାଳୟ ଭୁବନେଶ୍ୱର ଠାରୁ ହୋଇଛି । ପ୍ରାନ୍ତ କାର୍ଯ୍ୟାଳୟରୁ ନିର୍ବାଚନ ଅଧିକାରୀ ସତ୍ୟ ସତ୍ୟପ୍ରିୟ ଦାସ ଘୋଷଣା କରିବା ସହ ଉପରୋକ୍ତ ଦାୟିତ୍ୱର କାର୍ଯ୍ୟକାଳ ଏକ ବର୍ଷ ରହିବ ବୋଲି ଘୋଷଣା କରିଛନ୍ତି । ଚଳିତ ମାସ ୭ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଥିବା ୬୯ତମ ରାଷ୍ଟ୍ରୀୟ ଅଧିବେଶନର ପ୍ରଥମ ଦିନ ଓଡ଼ିଶାର ରାଜ୍ୟ ଅଧିବେଶନରେ ସେମାନେ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦ୍ୟାର୍ଥୀ ପରିଷଦର ପ୍ରତି ବର୍ଷ ଦାୟିତ୍ୱ ପରିବର୍ତନ ହୁଏ । ଚଳିତ ଶିକ୍ଷା ବର୍ଷ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ରାଜ୍ୟ ସମ୍ପାଦକ ରୂପେ ଢେଙ୍କନାଳର ଅରିଜିତ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ଗତ ୨ ତାରିଖ ଦିନ ଏହି ଘୋଷଣା ଏବିଭିପି ପକ୍ଷରୁ କରାଯାଇଥିଲା । ଅରିଜିତ ପଟ୍ଟନାୟକ ମୂଳତଃ ଢେଙ୍କାନାଳ ଜିଲ୍ଲାର ନିବାସୀ । ସେ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବାଣିଜ୍ୟରେ ସ୍ନାତକ ହେବା ପରେ ବର୍ତମାନ୍ ଆଇନ୍ ବିଭାଗର ୨ୟ ବର୍ଷର ଛାତ୍ର । ବିଦ୍ୟାର୍ଥୀ ପରିଷଦ ସହ ସମ୍ପର୍କ ୨୦୧୬ ମସିହାରେ ଯୁକ୍ତ ଦୁଇ ପଢୁଥିବା ସମୟରୁ ହେବା ସହ ୨୦୨୧ ମସିହାରୁ ପୂର୍ଣ୍ଣକାଳୀନ ରୂପେ ସେ ବିଦ୍ୟାର୍ଥୀ ପରିଷଦରେ କାର୍ଯ୍ୟ କରୁଛନ୍ତି । ଢେଙ୍କାନାଳ ଜିଲ୍ଲାରେ ବହୁ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେବା ସହ ଓଡ଼ିଶାର ବିଭିନ୍ନ ଶିକ୍ଷା ସମସ୍ୟା ବିଷୟରେ ଆନ୍ଦୋଳନ କରି ସମସ୍ୟାର ସମାଧାନ ପାଇଁ ସ୍ୱର ଉତୋଳନ କରିଛନ୍ତି । ପୂର୍ବରୁ ଢେଙ୍କାନାଳ ନଗର ସମ୍ପାଦକ, ଜିଲ୍ଲା ସଂଯୋଯକ, ରାଜ୍ୟ ସାମାଜିକ ଗଣମାଧ୍ୟମ ସଂଯୋଜକ, ରାଜ୍ୟ ସହ ସମ୍ପାଦକ ଭଳି ଗୁରୁତ୍ୱପୂର୍ଣ ଦାୟିତ୍ୱ ତୁଲାଇ ସାରିଛନ୍ତି । ସେ ବର୍ତମାନ ୨୦୨୨-୨୩ ଶିକ୍ଷା ବର୍ଷର ଏବିଭିପି ଓଡ଼ିଶାର ରାଜ୍ୟ ସମ୍ପାଦକ ରୂପେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି । ଶ୍ରୀ ଅରିଜିତ ଦ୍ୱିତୀୟ ଥର ପାଇଁ ରାଜ୍ୟ ସମ୍ପାଦକ ରୂପେ ନିର୍ବାଚିତ ହୋଇଛନ୍ତି । ଦାୟିତ୍ୱ ପାଇବା ପରେ ଅରିଜିତ କହିଛନ୍ତି ଯେ, ତାଙ୍କ ଉପରେ ଭରସା ରଖି ସଂଗଠନ ଏତେ ବଡ଼ ଦାୟିତ୍ୱ ଦେଇଥିବାରୁ ସେ ସଂଗଠନ ପ୍ରତି କୃତଜ୍ଞ ଓ ଦାୟିତ୍ୱ ପାଇବା ପରେ ସମସ୍ତ ଜ୍ୟେଷ୍ଠ ବରିଷ୍ଠ କାର୍ଯ୍ୟକର୍ତା ମାନଙ୍କୁ ଧନ୍ୟବଦ୍ ଜଣାଇଛନ୍ତି ।
ଏବିଭିପି କେବଳ ଏକ ସଂଗଠନ ନୁହେଁ, ବରଂ ସଂସ୍କାର ଆଣିବାର ଏକ ବିପ୍ଳବ: ଶାହ
ନୂଆଦିଲ୍ଲୀ: \"ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) କେବଳ ଏକ ସଂଗଠନ ନୁହେଁ, ବରଂ ରାଷ୍ଟ୍ରର ସଂସ୍କାର ନିମନ୍ତେ ଏକ ଆନ୍ଦୋଳନ\" ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ଓ ସହକାରିତା ମନ୍ତ୍ରୀ ଅମିତ ଶାହ କହିଛନ୍ତି । ଏଠାରେ ଏବିଭିପିର ୬୯ତମ ରାଷ୍ଟ୍ରୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷତା କରିବା ଅବସରରେ ସେ କହିଥିଲେ, \"ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ଆଗାମୀ ୨୫ ବର୍ଷ ମଧ୍ୟରେ ବିଶ୍ୱର ସର୍ବଶ୍ରେଷ୍ଠ ରାଷ୍ଟ୍ରରେ ପରିଣତ କରିବା ନିମନ୍ତେ ଶପଥ ନେବାକୁ ଆହ୍ୱାନ ଦେଇଛନ୍ତି । ଏହା ହାସଲ କରିବାକୁ ଆମେ ଏକାଗ୍ର ଚିତ୍ତ ଏବଂ ପ୍ରତିବଦ୍ଧ ରହିଛୁ । ଯେଉଁ ଯୁବବର୍ଗ ନିଜର କ୍ୟାରିୟର ସହିତ ରାଷ୍ଟ୍ରର ପରିପୋଷଣ କରୁଛନ୍ତି, କେବଳ ସେ ହିଁ ବାସ୍ତବ ପକ୍ଷେ ଶିକ୍ଷା ହାସଲ କରିଛନ୍ତି । ଏବିଭିପିକୁ ଏହାର ସଂଗ୍ରାମ ଦୃଷ୍ଟିକୋଣରୁ ନିରୀକ୍ଷଣ କଲେ ଜଣାଯିବ ଯେ, ଏହା ସମ୍ଭବତଃ ଏକମାତ୍ର ଛାତ୍ର ସଂଗଠନ ଯାହା କେବଳ ଶିକ୍ଷା ବ୍ୟବସ୍ଥାରେ ରହିଥିବା ତ୍ରୁଟି ବିରୁଦ୍ଧରେ ଲଢେଇ କରୁନାହିଁ, ତାହାସହିତ ଚରିତ୍ର ନିର୍ମାଣ ଦିଗରେ ଉତ୍ସର୍ଗୀକୃତ ରହିଛି । ଏବିଭିପି ଧୈର୍ଯ୍ୟର ସହିତ ଜ୍ଞାନ, ଚରିତ୍ର ଏବଂ ଏକତା ଆଦି ଏହାର ମୂଳ ନୀତିକୁ ନିଭାଇ ଏକ ପଥ ନିର୍ମାଣ କରିଛି ଏବଂ ନିଃସ୍ୱାର୍ଥପର ଭାବରେ ଏହାର ମୂଳ ମନ୍ତ୍ରକୁ ଆପଣେଇଛି । ମୋଦୀଙ୍କ ନେତୃତ୍ୱ ଅଧୀନରେ ଏବଂ ଅମିତ ଶାହଙ୍କ ମାର୍ଗଦର୍ଶନରେ ଭାରତ ଏଭଳି ଏକ ପର୍ଯ୍ୟାୟରେ ପହଞ୍ଚିଛି ଯେଉଁଠାରେ ସମଗ୍ର ବିଶ୍ୱ ଭାରତକୁ ପ୍ରତ୍ୟେକ ସମସ୍ୟାର ସମାଧାନ ଆଶାରେ ଭାରତ ଆଡକୁ ଚାହୁଁଛି । ସମଗ୍ର ଦେଶରେ ଏହା ସର୍ବଜନ ସ୍ୱୀକୃତ ଯେ ଶ୍ରୀ ଶାହଙ୍କ ନେତୃତ୍ୱ ଅଧୀନରେ ଏବିଭିପି ଡିଟେକ୍ଟ, ଡିଲିଟ ଏବଂ ଡିପୋର୍ଟ ଭଳି ‘୩ଡି ପ୍ରସ୍ତାବ\' ଜରିଆରେ ଅନୁପ୍ରବେଶ ବିରୁଦ୍ଧରେ ଜନସଚେତନତା ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି । ବିଗତ ନଅବର୍ଷ ମଧ୍ୟରେ ମୋଦୀ-ଶାହ ଯୋଡି ଆଧୁନିକ ବିକାଶର ମୂଳଦୁଆ ପକାଇଛନ୍ତି ଏବଂ ସେହି ସମୟରେ ନିରନ୍ତର ଭାବରେ ସାଂସ୍କୃତିକ ଐତିହ୍ୟକୁ ପୁନଃମଜଭୁତ କରୁଛନ୍ତି । ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ଆଧୁନିକତାକୁ ଆପଣେଇବା ଭିତରେ ପରିଦୃଶ୍ୟ ସମନ୍ୱୟ ଦୁଇଟି ପରସ୍ପର ବିରୋଧୀ ବୋଲି ରହିଥିବା ଭ୍ରାନ୍ତ ଧାରଣାକୁ ଖଣ୍ଡନ କରୁଛି, ବରଂ ସେମାନେ ପାରସ୍ପରିକ ଭାବରେ ଗୋଟିଏ ଅନ୍ୟକୁ ପୁନଃମଜଭୁତ କରୁଛନ୍ତି । ମୋଦୀ-ଶାହଙ୍କ ଯୁଗରେ ରାଷ୍ଟ୍ର ଭ୍ରଷ୍ଟାଚାରରେ ଭରପୂର ଦୁର୍ନୀତିରୁ ନୂତନ ନୀତି ପ୍ରଣୟନକୁ ପରିବର୍ତ୍ତିତ ହୋଇଛି ।
25-10-21
20-10-21
10-10-21
Comments
Post a Comment