ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗଦଳ

ବିଶ୍ୱହିନ୍ଦୁ ପରିଷଦର ଧର୍ମରକ୍ଷା ନିଧି ସମର୍ପଣ ଅଭିଯାନ

କେଶଦୁରାପାଳ,୧।୧(ନିପ୍ର): ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଆନନ୍ଦପୁରରେ ଧର୍ମରକ୍ଷା ନିଧୁ ସମର୍ପଣ ଅଭିଯାନ ଆରମ୍ଭ ହୋଇଛି। ଆନନ୍ଦପୁର ଜିଲା ସଭାପତି ଚିତ୍ତରଞ୍ଜନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ କ୍ଷେତ୍ରୀୟ ସଂଗଠନ ସଂଯୋଜିକା ଝରଣା ଜେନା, ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ଗଣେଶ୍ବର ସାହୁ ଯୋଗଦେଇ ଧର୍ମରକ୍ଷା ନିଧ୍ ସଂଗ୍ରହର ଆରମ୍ଭ କରିଥିଲେ। ଆସନ୍ତା ଏକ ମାସ ଯାଏ ଏହି ଧର୍ମରକ୍ଷା ନିଧୂ ସଂଗ୍ରହ କାର୍ଯ୍ୟକ୍ରମ ହେବ । ଉତ୍ସବରେ ଅର୍ଜୁନ ଚରଣ ବେହେରା, ହଳଧର ସାହୁ, ରବିନ୍ଦ୍ର ପ୍ରସାଦ ଚାନ୍ଦ, କାର୍ତ୍ତିକେଶ୍ୱର ଚକ୍ର, ସଞ୍ଜୟ କୁମାର ବେହେରା, ଭିମସେନ ବେହେରା, ଦଶରଥ ସାହୁ, ନିରଞ୍ଜନ ସାହୁ, ଦୁର୍ଯ୍ୟୋଧନ ମହାନ୍ତ, ସଂନ୍ଧ୍ୟାରାଣୀ ସ, ମୋନାଲିସା ଦାସ, ଦିବ୍ୟଦର୍ଶନୀ ଦାଶ, ଅନନ୍ତ କୁମାର ବାରିକ, ସୁରେନ୍ଦ୍ର କୁମାର ବେହେରା, ପ୍ରଶାନ୍ତ କୁମାର ସେନାପତି, ଉମେଶ କୁମାର ଘଡ଼େଇ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।




ବାରିପଦା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ 'ଶୌର୍ଯ୍ୟ ଜାଗରଣ ଯାତ୍ରୀ ସମାରୋହ
ବାରିପଦା, ୧୮/୧୨ (ନି.ପ୍ର)- ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ “ଶୌର୍ଯ୍ୟ ଜାଗରଣ ଯାତ୍ରା’ ଉପଲକ୍ଷେ ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ବୌଦ୍ଧିକ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଜାଣ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ସାଧୁ ନୀଳାମ୍ବର ଦାସ ମହାରାଜ, ସ୍ଵାମୀ ପ୍ରୀତିସାଗର ଦାସ ମହାରାଜ, ବିଶ୍ଵ ହିନ୍ଦୁ
ପରିଷଦର ରାଜ୍ୟ ଉପସଭାନେତ୍ରୀ ଜୟନ୍ତୀ ସିଂ ଓ ଦିବାକର ତ୍ରିପାଠୀ ପ୍ରମୁଖ ଅତିଥିଭାବେ ଯୋଗଦେଇ “ଶୌର୍ଯ୍ୟ ଜାଗରଣ ଯାତ୍ରା’ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିର ପୁନରୁଦ୍ଧାର ପାଇଁ ଶୌର୍ଯ୍ୟ, ସାହସ ଓ ପରାକ୍ରମ ପ୍ରଦର୍ଶନ ପୂର୍ବକ ଆତ୍ମବଳିଦାନ ଦେଇଥ‌ିବା ବୀର ରାମଭକ୍ତ ଓ କରସେବକମାନଙ୍କ ସ୍ମୃତିରେ ପ୍ରତିବର୍ଷ ଗୀତା
ଜୟନ୍ତୀ ସପ୍ତାହ ମଧ୍ୟରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଶୌର୍ଯ୍ୟ ଦିବସ ଓ ଶୌର୍ଯ୍ୟ ଜାଗରଣ ଯାତ୍ରା ପାଳନ କରାଯାଇଥାଏ ବୋଲି ଦର୍ଶାଇଥିଲେ ।
ଏହାପୂର୍ବରୁ ସ୍ଥାନୀୟ ଷ୍ଟେସନବଜାର ପଡ଼ିଆଠାରୁ ବିଶ୍ଵ ହିନ୍ଦୁ ପରିଷଦର ଜିଲା ସଭାପତି ନରେନ୍ଦ୍ର ସିଂ, ସମ୍ପାଦକ ଦୟାନିଧୂ ଦାସ, ସହ ସମ୍ପାଦକ ମୋହନ ଗିରି, ବରିଷ୍ଠ
ନେତା କବିବିଷ୍ଣୁ ଶତପଥୀ, ବଜରଙ୍ଗ ଦଳ ଜିଲା ସଂଯୋଜକ ବିଶ୍ଵଜିତ ରଣା ଓ କଳ୍ପ ରାୟବାବୁ, ଦେବାଶିଷ ଦାସ, ସୌମ୍ୟରଂଜନ ମିଶ୍ର, ଅମିତ ନାୟକ, ସପନ ଘୋଷ, ସଞ୍ଜୟ କୁମାର ରାମ ଓ ବାସୁଦେବ ପଣ୍ଡା ପ୍ରମୁଖଙ୍କ ନେତୃତ୍ବରେ ପାଂଚଶହରୁ ଊର୍ଦ୍ଧ୍ବରୁ କର୍ମୀଙ୍କର ଏକ ବର୍ଣାଢ୍ଯ ବାଇକ ଶୋଭାଯାତ୍ରା ସହର ପରିକ୍ରମା କରି ସ୍ଥାନୀୟ ଛଉପଡ଼ିଆଠାରେ ପହଂଚିଥିଲା।



ଘଟଗାଁ:ବିଶ୍ୱ ହିନ୍ଦୁ ପରିଷଦର ବୈଠକ

ବିଶ୍ୱ ହିନ୍ଦୁ ପରିଷଦର ବୈଠକ
ଘଟଗାଁ: ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଶ୍ଵ ହିନ୍ଦୁ ପରିଷଦର ବୈଠକ ପୂର୍ବତନ ସଭାପତି ଭରତ ଚନ୍ଦ୍ର ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ନୀତି, ଆଦର୍ଶ ସମ୍ପର୍କରେ ଆଲୋଚନା କରାଯିବା ସହିତ ପ୍ରତି ପଞ୍ଚାୟତରୁ ନୂତନ ସଦସ୍ୟ ଗ୍ରହଣ କରାଯାଇ ସଂଗଠନକୁ
ମଜଭୁତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଆଗାମୀ ବୈଠକ ବାଣେଶ୍ବର ଶୈବ ପୀଠରେ ହେବା ପାଇଁ ସ୍ଥିର କରାଯାଇଥିଲା। ଏହି ବୈଠକରେ ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଉପସଭାପତି ରବୀନ୍ଦ୍ର ବେହେରା, ସମ୍ପାଦକ ଉପେନ୍ଦ୍ର କୁମାର ଦାଶ, ସହ ସମ୍ପାଦକ କୀର୍ତ୍ତନ ବିହାରୀ ମହାନ୍ତ, ସଂଗଠନ ସମ୍ପାଦକ ମକରଧ୍ଵଜ ବେହେରା, କମିଟିର ବରିଷ୍ଠ ସଦସ୍ୟ ଖଗେଶ୍ବର ମହାନ୍ତ, ଅନନ୍ତ ଚନ୍ଦ୍ର ସାହୁ, ବସନ୍ତ କୁମାର ପଲେଇ, ବିଜୟ କୁମାର ଶତପଥୀ, ପଦ୍ମନାଭ ନାଏକ ପ୍ରମୁଖ ଯୋଗ ଦେଇଥିଲେ ।


ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ନୂତନ କର୍ମକର୍ତା
ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଗୋପୀନାଥ ତ୍ରିପାଠୀଙ୍କ ପୌରୋହିତ୍ୟରେ ରାଜନଗର ପ୍ରଖଣ୍ଡର ବିଶ୍ଵହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ନୂତନ କର୍ମକର୍ତା ଚୟନ କରାଯାଇଛି। ବଜରଙ୍ଗ ଦଳର ଜିଲ୍ଲା ସଭାପତି ଶ୍ରୀ ତ୍ରିପାଠୀ ଓ ସଂପାଦକ ବୀରେନ୍ଦ୍ର କୁମାର ସାମଲଙ୍କ ଅନୁମୋଦନ କ୍ରମେ ରାଜନଗର ପ୍ରଖଣ୍ଡର ନୂତନ କର୍ମକର୍ତାଙ୍କ ନାମ ଜିଲ୍ଲା ସଂଯୋଜକ ସନାତନ ସୁଆର ଘୋଷଣା କରିଥିଲେ। ରାଜନଗର ପ୍ରଖଣ୍ଡର ନୂତନ ସଭାପତି ଭାବେ ଦେବବ୍ରତ ମହାନ୍ତି, ଉପସଭାପତି ସେଠୀ, ମାତୃଶକ୍ତି ସଂଯୋଜିକା ଶାନ୍ତିଲତା ବାରିକ, ଗୋରକ୍ଷା ପ୍ରମୁଖ ସଂଦୀପ ଜେନା, ଧର୍ମାଚାର୍ଯ୍ୟ ସଂପର୍କ ପ୍ରମୁଖ ଆର. କ୍ରିଷ୍ଣା ଦାସ, ମନ୍ଦିର ଓ ପୁରୋହିତ ସଂପର୍କ ପ୍ରମୁଖ ଶାରଦା ପ୍ରସନ୍ନ ମିଶ୍ର, ଧର୍ମପ୍ରସାର ପ୍ରମୁଖ ଶାନ୍ତନୁ କୁମାର ସ୍ଵାଇଁ, ସେବା ପ୍ରମୁଖ ମଥୁରାନନ୍ଦ ମଲ୍ଲିକ, ସାମାଜିକ ସମରସତା ପ୍ରମୁଖ ରଘୁନାଥ ସ୍ଵାଇଁ, ପ୍ରଚାର ପ୍ରସାର ଦୁର୍ଗାବାହିନୀ ସଂଯୋଜିକା ବିଦ୍ୟୁତପ୍ରଭା ପ୍ରମୁଖ ବ୍ରଜଭୂଷଣ ମିଶ୍ର, ସହସଂଯୋଜକ ଭାବେ ଅକ୍ଷୟ କୁମାର ପାତ୍ର, ସଂପାଦକ ଭାବେ ବିବେକାନନ୍ଦ ଭୂୟାଁ, ସହସଂପାଦକ ଭାବେ ମନୋରଂଜନ ସାହୁ, ସତ୍‌ସଙ୍ଗ ପ୍ରମୁଖ
ଭାବେ ପ୍ରମୋଦ କୁମାର ରାଉତ, ବଜରଙ୍ଗ ଦଳ ସଂଯୋଜକ ଭରତ ଚନ୍ଦ୍ର ରାଉତ,ଓମକାର ଜ୍ୟୋତିବର୍ଦ୍ଧନ, ସରୋଜକାନ୍ତ ସ୍ଵାଇଁ, ମହାବିଦ୍ୟାଳୟ ପ୍ରମୁଖ ଓମ୍ ପ୍ରକାଶ ଜେନା, ସୁରକ୍ଷା ପ୍ରମୁଖ ଚନ୍ଦ୍ରଭାନୁ ଜେନା, ବଳ ଉପାସନା ପ୍ରମୁଖ ରଜତ ମଲିକ, ସାପ୍ତାହିକ ମିଲନ ପ୍ରମୁଖ ସନ୍ତୋଷ ସେଠୀ, ଦୁର୍ଯ୍ୟୋଧନ ସେଠୀ, ଆଖଡ଼ ପ୍ରମୁଖ ସୁଦର୍ଶନ ମଳିକ ପ୍ରମୁଖଙ୍କ ନାମ ଚୟନ କରାଯାଇଥିବା ନେଇ ପ୍ରଖଣ୍ଡ ସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

 ओडिशा के घटगां में विश्व हिंदू परिषद की बैठक 7-10-24 समाज

घटगांव: विश्व हिंदू परिषद की बैठक स्थानीय सरस्वती विद्या मंदिर परिसर में पूर्व अध्यक्ष भरत चंद्र महंत की अध्यक्षता में आयोजित की गयी है. बैठक में परिषद की नीतियों एवं आदर्शों पर चर्चा की गयी तथा प्रत्येक पंचायत से नये सदस्यों को संगठन में शामिल किया गया

सुदृढ़ करने का निर्णय लिया गया। अगली बैठक बाणेश्वर शैव पीठ में होने वाली थी। बैठक में अध्यक्ष सुरेश चंद्र मणिगाहरीउपाध्यक्ष रवीन्द्र बेहरासंपादक उपेन्द्र कुमार दाशसह-संपादक किरिन बिहारी महंतसंगठन संपादक मकरध्वज बेहरावरिष्ठ समिति सदस्य खगेश्वर महंतअनंत चंद्र साहूबसंत कुमार पलाईविजय कुमार शेटपथीउपस्थित थे। 

୨୯-୭-୨୪

ପର୍ଯ୍ଯାବରଣ
ଆନନ୍ଦପୁର ବଜରଙ୍ଗ ଦଲ ପକ୍ଷରୁ ବୃକ୍ଷରୋପଣ

୨୫-୭-୨୪

बजरंग दल का वृक्षारोपण

https://www.facebook.com/viswasambadkendraodisha/posts/pfbid0Fa8vmGiJWWEbgmYy4ndaZB6PUTEuB9MVC1hiQUSmYFxq1A4J3h7MsqTFpR2RrVr8l

पर्यावरण

बजरंग दल द्वारा हनुमान चालिशा पाठ एवं वृक्षारोपण कार्यक्रम
https://www.facebook.com/viswasambadkendraodisha/posts/pfbid0236wcaPvTBPmtYojZznjHdDDn9STMBiRzWd6r3wk4LyXxLQyUYW1ayXp5QktEmC5Nl


24-7-24

ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଗୁରୁ ପୂଜନ


22-7-24

ଘଟଗାଁ ବିଶ୍ବହିନ୍ଦୁ ପରିଷଦ ବୈଠକ
घटगा बिश्ब हिन्दु परिषद की बैठक



17-7-24

विहिप की ओर से आई.जी को ज्ञापन
https://www.facebook.com/viswasambadkendraodisha/posts/pfbid0sDvASEU5s7YMkoJHJGRQMqPHi8zVxugwJBjwLhnEBqLjiXyZChfVdJ7FbBX5DURVl


6-7-24

ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ରାହୁଲଙ୍କ କୁଶପୁତ୍ତଳିକା ଦାହ

5-7-24
ରାହୁଲ ସମଗ୍ର ହିନ୍ଦୁ ସମାଜ ନିକଟରେ କ୍ଷମା ମାଗନ୍ତୁ- ଡ. ଅରୁଣ ପାଣି
ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ତାତିଲେ ରାଇଘରର ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ


15-6-24

ବିକ୍ଷୋଭ ଓ ଦାବିପତ୍ର

13-6-2024

ବୌଦ୍ଧ ବଜରଙ୍ଗ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ


ବିକ୍ଷୋଭ ଓ ପ୍ରତିବାଦ
ଆତଙ୍କବଦୀ ଆକ୍ରମଣ ପ୍ରତିବାଦରେ ବଜରଙ୍ଗ ଦଳର ବିକ୍ଷୋଭ



ବଜରଙ୍ଗ ଦଳ ଓଡ଼ଶା ପଶ୍ଚିମ ପ୍ରାନ୍ତର ବଲାଙ୍ଗୀର ବିଭାଗ ବୈଠକ 

ବଲାଙ୍ଗୀର:ଶୁକ୍ରବାର ଦିନ ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତର ବଲାଙ୍ଗିର ବିଭାଗ ବୈଠକ ବଲାଙ୍ଗିର ନଗର ସ୍ଥିତ ଯାଦବ ଭବନ ରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବଜରଙ୍ଗ ଦଳ କଲିକତା କ୍ଷେତ୍ର (ଓଡ଼ିଶା, ପଶ୍ଚିମ ବଙ୍ଗ,ସିକିମ୍ ଓ ଆଣ୍ଡାମାନ ନିକୋବର)ର କ୍ଷେତ୍ର ସଂଯୋଜକ ମାନନୀୟ ଶ୍ରୀ ଅମଲ ଚକ୍ରବର୍ତୀ, ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତ ସଂଯୋଜକ ଶ୍ରୀ ରାମଚନ୍ଦ୍ର ନାଏକ,ପ୍ରାନ୍ତ ସହ ସଂଯୋଜକ ଶ୍ରୀ ସୌମ୍ୟ ରଞ୍ଜନ ମିଶ୍ର ଏବଂ ବିଶ୍ୱହିନ୍ଦୁ ପରିଷଦ ବଲାଙ୍ଗିର ଜିଲ୍ଲା ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ମଂଚାସୀନ ଥିଲେ । ବଜରଙ୍ଗ ଦଳ ବଲାଙ୍ଗିର ବିଭାଗର ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ ଟିଟିଲାଗଡ ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ଟୋଲି ଓ ପ୍ରଖଣ୍ଡ ସଂଯୋଜକ ସହସଂଯୋଜକମାନେ ଉପସ୍ଥିତ ଥିଲେ ।



 12-10-21

ଆନ୍ଦୋଳନ
ହିନ୍ଦୁ ହତ୍ଯା ବିରୋଧରେ ବାସୁଦେବପୁରରେ ବଜରଙ୍ଗଦଳର ବିକ୍ଷୋଭ



11-10-21

ଅନୁଗୁଳରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତଳିକା ଦାହ

https://pragativadi.com/epaper/media/news_map/1633900627_4852.jpg

କାଶ୍ମୀରରେ ହିନ୍ଦୁ ହତ୍ଯାକୁ ବିରୋଧ-ବିଶ୍ବହିନ୍ଦୁ ପରିଷଦ

https://samajaepaper.in/imageview_38_1110202121653170_4_71_11-10-2021_23_i_1_sf.html

ବ୍ରହ୍ମପୁରରେ  ବିକ୍ଷୋଭ

http://nitidinepaper.com/ArticlePage/APpage.php?edn=Berhampur&articleid=NITIDIN_BER_20211011_4_4&artwidth=164px











10-10-21
ଆନ୍ଦୋଳନ
କେନ୍ଦ୍ରାପଡାରେ କାଶ୍ମୀରରେ ନୃଶଂସ ହତ୍ଯାର ପ୍ରତିବାଦ
ମାଷ୍ଟ୍ରକ୍ଯାଣ୍ଟିନରେ ଭିଏଚ୍ ପିର ବିକ୍ଷୋଭ
କଟକରେ ବିକ୍ଷୋଭ
ପୁରୀ ଭିଏଚ୍ ପି ତରଫରୁ ବିକ୍ଷୋଭ
ବାସୁଦେବପୁରରେ ବଜରଙ୍ଗଦଳ ତରଫରୁ ବିକ୍ଷୋଭ
ବ୍ରହ୍ମପୁରରେ ବିକ୍ଷୋଭ
କାଶ୍ମୀରରେ ହିନ୍ଦୁମାନଙ୍କୁ ହତ୍ଯା ପ୍ରତିବାଦରେ ବିକ୍ଷୋଭ
ଭଞ୍ଜନଗରରେ ପାକିସ୍ତାନ ବିରୋଧରେ ବିକ୍ଷୋଭ
विहिप, बजरंग दल आतंकवाद का पुतला फूंका
विश्व हिंदू परिषद ने चम्बा में फूंका आतंकवाद का पुतला, पाकिस्तान के झंडा भी किया आग के हवालेStop leasing OU land to private players: ABVP

9-10-21

ଆନ୍ଦୋଳନ
ଭାରତ ହାତରେ ହିଁ ଇସ୍ଲାମିକ୍ ଜିହାଦୀ ଆତଙ୍କବାଦର କବର ଖୋଳା ହେବ : ମିଳିନ୍ଦ ପରାଣ୍ଡେ
विहिप कार्यकर्ताओं ने पाकिस्तान का पुतला फूंका
कश्मीर में लक्षित हत्याओं के खिलाफ आज देशभर में VHP और बजरंग दल करेंगे विरोध प्रदर्शन


Comments